kidnaped - The Sakala

ରାଜଧାନୀରୁ ନାବାଳିକା ଅପହରଣ ଅଭିଯୋଗ; ଘଟଣାକୁ ବିତିଲାଣି ୧୨ ଦିନ, ଚୁପ ବସିଛି କମିଶନରେଟ ପୁଲିସ...
ଭୁବନେଶ୍ବର: ରାଜଧାନୀରୁ ନାବାଳିକା ଅପହରଣ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ପରିବାର ଲୋକଙ୍କ ଅଭିଯୋଗ। ଦଶହରା ଭଶାଣି ଦେଖିବାକୁ ଆସି ଅପହରଣର ଶିକା । ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନିଖୋଜ ହୋଇଯାଇଛି ନାବାଳିକା । ମାମଲା ରୁଜୁ କରି ପୁଲିସ ଚୁପ ବସିଥିବା ଅଭିଯୋଗ । ଗତ ୩ ତାରିଖରୁ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନାରେ କେଶ୍ ନମ୍ବର 636/25 ରେ BNS 137(2) ଅନୁସାରେ  ମାମଲା ରୁଜୁ କରିଛି ପୁଲିସ । ହେଲେ ଘଟଣାକୁ ୧୨ ଦିନ ବିତିବା ପରେ ମଧ୍ୟ ଅପହରଣର ଶିକାର ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ କମିଶନରେଟ ପୁଲିସ ।

ଋଣ ଆଦାୟର ନୂଆ ଫର୍ମୂଲା: ଟଙ୍କା ଫେରାଅ, ନ ହେଲେ ଅପହରଣ !
ଭୁବନେଶ୍ବର: ରାଜଧାନୀରେ ଘଟୁଥିବା ଅପହରଣ ମାମଲା ଭିତରୁ ଋଣ ଟଙ୍କା ନ ଶୁଝିବାରୁ ଅପହରଣ ସଂଖ୍ୟା ଅଧିକ ରହିଛି। ଦାମୀ କାର୍‌‌ରେ ଆସୁଛନ୍ତି ଆଖିପିଛୁଳାକେ ଅପହରଣ କରି ନେଇ ପଳାଉଛନ୍ତି ଅପରହଣକାରୀ। ପୁଲିସ ଅପହରଣ ମାମଲା ରୁଜୁ କରିବା ସହ ତଦନ୍ତ କରୁଛି। ଅପହୃତାଙ୍କୁ ଉଦ୍ଧାର କରିବା ଲାଗି ଅପହରଣକାରୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ଲାଗୁଛି। ଆଉ ଅପହୃତାକୁ ଉଦ୍ଧାର ପରେ ପଦାକୁ ଆସୁଛି ଅପହରଣର ପ୍ରକୃତ ସତ। ଅପହୃତା ଅପହରଣକାରୀଙ୍କ ଠାରୁ ଟଙ୍କା ନେଇ ଆଉ ଫେରସ୍ତ ନ କରିବାରୁ ନିରାଶ ହୋଇ ଅପହରଣ କରୁଛନ୍ତି। ପରେ ଠକର ପରିବାରଲୋକଙ୍କୁ ମୁଣ୍ଡଜାମିନ୍‌‌ ବାବଦରେ ଟଙ୍କା ମାଗୁଛନ୍ତି। ଦେଢ଼ବର୍ଷରେ ରାଜଧାନୀରେ ଏଭଳି ୨୨ଟି ମାମଲା ରୁଜୁକରି ତଦନ୍ତ କରାଯାଇଛି।

ନିଯୁକ୍ତି ଦେବାକୁ ହେଉ ଅବା ଜମି କାରବାରକୁ ନେଇ ଋଣ ନେଣଦେଣ ହେଉଛି। କେଉଁଠି ନିଯୁକ୍ତି ଲାଗି ଟଙ୍କା ନେଇଯାଉଛନ୍ତି ତ ଆଉ କେଉଁଠି ବ୍ୟବସାୟୀ ଲାଗି ଟଙ୍କା କାରବାର କରାଯାଉଛି। ଆଉ ଋଣ ଅବା ନିଯୁକ୍ତି ଦେଇଥିବା ଟଙ୍କା ଅବଧି ଭିତରେ ଫେରସ୍ତ ନ କଲେ ଅପହରଣ କରୁଛନ୍ତି। କାହାକୁ ଫାର୍ମହାଉସ୍‌‌ ତ ଆଉ କାହାକୁ ରାଜ୍ୟ ବାହାରକୁ ନେଇ ଯାଉଛନ୍ତି ଅପହରଣକାରୀ। ସେଭଳି ମଞ୍ଚେଶ୍ୱର, ଭରତପୁର, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଚନ୍ଦକା ଏବଂ ଖାରବେଳ ନଗରରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

ଅନ୍ୟପଟେ ଋଣ ଟଙ୍କା ହେଉ କିମ୍ବା ନିଯୁକ୍ତି ପାଇବା ଲାଗି ଟଙ୍କା ଦେଇଛନ୍ତି। ଟଙ୍କା ଫେରି ନ ପାଇ ଯଦି କୌଣସି ବ୍ୟକ୍ତିଙ୍କୁ ଅପହରଣ କରିଛନ୍ତି। ଏହା ଏକ ଦଣ୍ଡନୀୟ ଅପରାଧ। ତେଣୁ ଅପହରଣ ଦଫାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଯଦି କିଏ ଟଙ୍କା ନେଇ ଫେରସ୍ତ କରୁଛି। ତା’ ହେଲେ ଥାନାରେ ଅଭିଯୋଗ କରନ୍ତୁ। ଆଇନକୁ ହାତକୁ ନ ନେବା ଲାଗି ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅପିଲ କରିଛି କମିସନରେଟ୍‌‌ ପୁଲିସ।

ଘଟିଥିବା କିଛି ଘଟଣା

-ନିଯୁକ୍ତି ନାମରେ ସାଢ଼େ ୫ ଲକ୍ଷ ଟଙ୍କା ନେଇଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ ଦୂରନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟ(ଡିଡିସିଇ)ରେ ଇତିହାସ ବିଭାଗର ଏକାଡେମିକ ସଂଯୋଜକ ମାଧବ ସେଠୀ। ସେ ଟଙ୍କା ନ ଦେବାରୁ ତାଙ୍କୁ ଦୁଇଭାଇ ଅକ୍ଷୟ କୁମାର ସ୍ୱାଇଁ ଓ ଚିନ୍ମୟ କୁମାର ସ୍ୱାଇଁ ଅପହରଣ କରି ନେଇଥିଲେ।

-ଜମି କିଣାବିକ୍ରି ବାବଦରେ ଋଣ ଦେଇ ଫେରସ୍ତ ନ କରିବାରୁ ଜଗବନ୍ଧୁ ନାୟକଙ୍କୁ ଅପହରଣ କରିନେଇଥିଲେ ୩ ଯୁବକ। ତାଙ୍କୁ ଅପହରଣ କରିବା ସହ ୧ ଲକ୍ଷ ୭୦ହଜାର ଟଙ୍କା ଦାବି କରିଥିଲେ। ମଞ୍ଚେଶ୍ୱରରୁ ଜଗବନ୍ଧୁକୁ ଉଦ୍ଧାର କରିବା ସହ ୩ ଅପହରଣକାରୀଙ୍କୁ ଗିରଫ କରାଯାଇଥିଲା।

-ନିଯୁକ୍ତି ଦେବାକୁ କହି ୪ଜଣ ଯୁବକଙ୍କ ଠାରୁ ଆଶିଷ୍‌‌ କୁମାର ମାଝି ଓ ସଂସ୍ଥାର ମାଲିକ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାଢ଼େ ୩ଲକ୍ଷ ଟଙ୍କା ନେଇଥିଲେ। ତେଣୁ ଯୁବକମାନେ ସଂସ୍ଥାର କର୍ମଚାରୀ ଆଶିଷକୁ ଏକ କାର୍‌‌ରେ ଅପହରଣ କରିନେଇଥିଲେ। ଭରତପୁର ଥାନା ପୁଲିସ ୪ଜଣକୁ ଗିରଫ କରିବା ସହ ଆଶିଷ୍‌‌କୁ ଉଦ୍ଧାର କରିଥିଲା।

-ଖାରବେଳନଗର ଥାନା ଅଞ୍ଚଳରେ ଋଣ ଟଙ୍କା ନ ଫେରାଇବାରୁ ଡିଲର ନାରାୟଣ ପାଢ଼ୀଙ୍କୁ ଫଳ ବ୍ୟବସାୟୀ ସଞ୍ଜିବ ରାଉତ ଅପହରଣ କରିନେଇଥିଲା। ପ୍ରଦର୍ଶନୀ ପଡ଼ିଆସ୍ଥିତ ଏକ କୋଠରୀରେ ବନ୍ଧକ ଥିବା ନାରାୟଣକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

-ରେଲୱେରେ ନିଯୁକ୍ତି ଦେବାକୁ କହି ଶଳା-ଭିଣୋଇ ସମରଜିତ ରାଉତ ଓ ସୌମ୍ୟରଞ୍ଜନ ରାଉତ ୫ଜଣ ଯୁବକଙ୍କ ଠାରୁ ୨୧ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା କି ଚାକିରି ନ ମିଳିବାରୁ ଶଳା ଭିଣୋଇଙ୍କୁ ୫ ଯୁବକ ଅପହରଣ କରିଥିଲେ। ପରେ ଅପହୃତା ଶଳା-ଭିଣୋଇଙ୍କୁ ଉଦ୍ଧାର କରିବା ସହ ୫ ଅଭିଯୁକ୍ତଙ୍କ ଗିରଫ କରାଯାଇଥିଲା।

-ଖୋର୍ଦ୍ଧା ବେଗୁନିଆର ସଦାନନ୍ଦ ବେହେରା ନିଜକୁ ଶିକ୍ଷକର ପରିଚୟ ଦେଇ ୩ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନ ଦେବାରୁ ଠକ ସଦାନନ୍ଦଙ୍କୁ ୨ଯୁବକ ଅପହରଣ କରି ଖୋର୍ଦ୍ଧାର ବଡ଼ସାହିର ଏକ ଫାର୍ମହାଉସ୍‌‌ରେ ନଜର ବନ୍ଦୀକରି ରଖିଥିଲେ।

ମାଟ୍ରିକ ପରୀକ୍ଷା ସାରି ଫେରୁଥିବାବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ସହ ବ୍ଲେଡରେ ଆକ୍ରମଣ କଲା ଦୁର୍ବୃତ୍ତ
ପଟ୍ଟାମୁଣ୍ଡାଇ: ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ରାସ୍ତାରୁ ଅପହରଣ ଉଦ୍ୟମ କରିବା ସହ ବ୍ଲେଡରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ଛାତ୍ରୀଜଣଙ୍କ କାର ଭିତରୁ କାଚ ଭାଙ୍ଗି ଖସିଯାଇଛନ୍ତି। ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବାବେଳେ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରଣ କରାଯାଇଥିଲା। ବ୍ଲେଡ୍ ମାଡ଼ରେ ଛାତ୍ରୀ ଜଣଙ୍କ ଗୁରୁତର ହୋଇଛନ୍ତି। ଉକ୍ତ ଛାତ୍ରୀ ଜଣଙ୍କୁ ଉଦ୍ଧାର କରଯାଇ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି କରାଯାଇଛି।  ଉକ୍ତ ଛାତ୍ରୀ ଜଣଙ୍କ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରୁ ପରୀକ୍ଷା ସାରି ଘରକୁ ଫେରୁଥିଲେ ଆକ୍ରମଣ ଶିକାର ହୋଇଥିଲେ।