borewell - The Sakala
ଜୟପୁର: ରାଜସ୍ଥାନର କୋଟପୁଟଲିରେ ସୋମବାର ଏକ ବୋରୱେଲରେ ୩ ବର୍ଷର ଝିଅ ଫସିଥିବା ଜଣାପଡ଼ିଛି। ଏଠାରେ ଏକ ତିନି ଚାରି ବର୍ଷର ଛୋଟ ଝିଅ ଖେଳିବା ସମୟରେ ୭୦୦ ଫୁଟ ଗଭୀର ବୋରୱେଲରେ ଖସିପଡିଥିଲା। ଖବର ପାଇବା ମାତ୍ରେ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାବାଳିକାକୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ମିଳିପାରି ନ ଥିଲା। ଫଳରେ ଜୟପୁର ସିଭିଲ ଡିଫେନ୍ସ ଏବଂ ଏସଡିଆରଏଫର ଟିମକୁ ଡକାଯାଇଥିଲା। ଏହି ଦଳ ବିଭିନ୍ନ ଟେକ୍ନୋଲୋଜି ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଝିଅଟି ପ୍ରାୟ ୧୫୦ ଫୁଟ ଗଭୀରରେ ବୋରୱେଲ ଭିତରେ ଅଟକି ରହିଥିବା କୁହାଯାଉଛି।
ପୁଲିସର ସୂଚନା ଅନୁଯାୟୀ, ଏଠାରେ ରହୁଥିବା ଭୁପ ସିଂ ଜାଟଙ୍କ ଝିଅ ଘର ବାହାରେ ଖେଳୁଥିଲା। ଏହି ସମୟ ମଧ୍ୟରେ ସେ ବୋରୱେଲରେ ପଡ଼ିଯାଇଥିଲା। ତାଙ୍କ ସହିତ ଖେଳୁଥିବା ଅନ୍ୟ ପିଲାମାନେ ଝିଅଟି ବୋରୱେଲରେ ପଡ଼ିଥିବାର ଦେଖିବା ପରେ ଏକ ଚିତ୍କାର କରିଥିଲେ। ପରେ ପୁଲିସକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। ଅଧିକାରୀଙ୍କ କହିବାନୁଯାୟୀ, ଝିିଅକୁ ବଞ୍ଚାଇବା ପାଇଁ ବୋରୱେଲ ନିକଟରେ ଏକ ସମାନ୍ତରାଳ ଗର୍ତ୍ତ ଖୋଳାଯାଉଛି। ୧୫୦ ଫୁଟ ଗଭୀର ଗର୍ତ୍ତ ଖୋଳିବା ପରେ ବୋରୱେଲ ପର୍ଯ୍ୟନ୍ତ ଏକ ଟନେଲ ନିର୍ମାଣ ହେବ ଏବଂ ଝିଅକୁ ଏହି ଟନେଲ ଦେଇ ବାହାରକୁ ଅଣାଯିବ।
ସମ୍ବଲପୁର: କିଏ ସେ ନିର୍ଦ୍ଦୟୀ, କିଏ ସେ ଅମାନୁଷିକ ? ଯିଏ ନବଜାତକକୁ ଫିଙ୍ଗିଦେଲା ବୋରଓ୍ବେଲ ଭିତରେ ? ନିଷ୍ପାପ ଶିଶୁକୁ ଏତେ ବଡ ଗାତ ଭିତରକୁ ପକାଇବାକୁ ତା’ର ହାତ ଗଲା କିପରି ? ଆଲୁଅକୁ ଦେଖୁ ଦେଖୁ ବୋରଓ୍ବେଲର ଅନ୍ଧାର ଗାତକୁ କିଏ ଠେଲିଦେଲା ? ଶିଶୁଟିକୁ ବୋରଓ୍ବେଲରେ କେହି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଏଭଳି କାଣ୍ଡକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । କିନ୍ତୁ କିଏ ଏଭଳି ପଶୁ ଭଳି କାମ କରିଛି ତାହା ଏବେ ବି ଅସ୍ପଷ୍ଟ ରହିଛି । ହେଲେ ଏଭଳି ପଶୁଭଳି କାମ ମଣିଷର ମାନବିକତା ଉପରେ ପ୍ରଶ୍ନ ଉଠାଇଛି ।
ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରେ ନବଜାତ ଶିଶୁ ପଡ଼ିରହିଛି । କଅଁଳ ଶିଶୁଟି କଇଁ କଇଁ କାନ୍ଦୁଥିବାବେଳେ ଶୁଣିଲା ବେଳକୁ ଛାତି ଫାଟି ପଡ଼ୁଛି । ଯେ କେହି ବି ଏ ଖବର ଶୁଣୁଛି ସେ ସେଠାକୁ ଧାଇଁ ଯାଉଛି । ମାତ୍ର କେଉଁ ରାକ୍ଷସୀ ମାଆ ଏଭଳି ଏକ ନାରକୀୟ କାଣ୍ଡ ଭିଆଇଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ସ୍ଥାନୀୟ ଲୋକ ଏନେଇ ଜାଣିଲା ପରେ ଅଗ୍ନିଶମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l ବୋରୱେଲ ଭିତରକୁ ଆକ୍ସିଜେନ ଦିଆ ଯାଉଛି l ସେପଟେ ୩ ଟି ଜେସିବି ସାହାର୍ଯ୍ୟରେ ମାଟି ଖୋଳା ଚାଲିଛି l ଘଟଣାସ୍ଥଳରେ ପୋଲିସ, ଡାକ୍ତର, ଅଗ୍ନିଶମ ଅଧିକାରୀ, ପ୍ରଶାସନିକ ଅଧିକାରୀ ପହଁଚି ଶିଶୁଟିକୁ କିପରି ସୁରକ୍ଷିତ ବାହାର କରିବେ, ସେନେଇ ପ୍ରଚେଷ୍ଟା ଚାଲିଛି l
୪୦ ଫୁଟ ଗଭୀର ବୋରଓ୍ବେଲରେ ଖସିପଡ଼ିଲା ୩ ବର୍ଷର ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି
ପାଟନା: ପୁଣି ବୋରଓ୍ବେଲରେ ଖସିପଡ଼ିଲା ଶିଶୁ । ୪୦ ଫୁଟ ଗର୍ତ୍ତରେ ଫସିଛି ତିନି ବର୍ଷର ଶିଶୁ ଶିବମ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।  ଶିଶୁଟି ତା’ ମାଆଙ୍କ ପ‌ଛେ ପଛେ ଚାଷ ଜମି ଆଡକୁ ଯାଉଥିବା ବେଳେ ତା’ର ପାଦ ଖସିଯିବାରୁ ସେ ବୋରୱେଲକୁ ଖସିପଡ଼ିଥିବା ଜଣାପଡ଼ିଛି। ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶିଶୁ ପାଖରେ ଅକ୍ସିଜେନ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ପୁଲିସ , ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଶିଶୁକୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଘଟଣା ସ୍ଥଳରେ ମେଡିକାଲ୍ ଟିମ୍ ମଧ୍ୟ ଉପସ୍ଥିତ ଅଛନ୍ତି।
ଖବର ଅନୁଯାୟୀ, ଉକ୍ତ ବୋରଓ୍ବେଲଟି ଜଣେ ଚାଷୀ ଖୋଳିଥିଲେ । ହେଲେ ସେଠାରେ ସଫଳ ନ ହେବାରୁ ଅନ୍ୟଜାଗାରେ ଆଉ ଏକ ବୋରଓ୍ବେଲ ଖୋଳିଥିଲେ। ଉକ୍ତ ବୋରଓ୍ବେଲକୁ ଖୋଲା ଛାଡିଦେଇଥିଲେ।
ବିଦିଶା : ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ବାଳକ ବୋରୱଲକୁ ଖସିପଡିଥିବା ଜଣାପଡ଼ିଛି। ବୋରୱେଲର ଗଭୀରତା ପାଖାପାଖି ୬୦ ଫୁଟ ହେବ ବୋଲି ଜଣାପଡ଼ିଛି। ଉକ୍ତ ପିଲାଟିକୁ ବୋରୱେଲରୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। ଘଟଣା ଲଟେରୀ ତହସିଲର ଆନନ୍ଦପୁର ଗାଁରେ ଘଟିଛି। ବୋରୱେଲରେ ଗଳିପଡିଥିବା ବାଳକର ନାମ ଲୋକେଶ ବୋଲି ଜଣାପଡିଛି। ପିଲା ବୋରୱେଲରେ ଗଳିପଡିଥିବା ଜଣାପଡିବାମାତ୍ରେ ପ୍ରଶାସନକୁ ଖବର ଦିଆଯାଇଥିଲା। ପ୍ରଶାସନ ଖବର ପାଇ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛି।
ଏହି ଘଟଣାଟି ଆନନ୍ଦପୁରଠାରୁ ୩ କିଲୋମିଟର ଦୂରରେ ଘଟିଛି। ପିଲାଟି ପିତାମାତାଙ୍କ ସହ ବିଲକୁ ଯାଇଥିଲା ଓ ସେଠାରେ ଖେଳୁଥିଲା। ଖେଳିବା ବେଳେ ପିଲାଟି ଦୁର୍ଘଟଣାର ଶିକାର ହୋଇଛି। ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଏ ବାବଦେ ପ୍ରଶାସନକୁ ସୂଚିତ କରିବାମାତ୍ରେ ଏସଡିଏମ ହର୍ଷିଲ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଛନ୍ତି। ସୂଚନା ମିଳିବା ପରେ ଡିଏମ ଉମାଶଙ୍କର ଭାର୍ଗବ ମଧ୍ୟ ଗାଁକୁ ଯାଇଛନ୍ତି।
ଉଦ୍ଧାର କାର୍ଯ୍ଯ ପାଇଁ ବୁଲଡୋଜର ଜରିଆରେ ବୋରୱେଲର ଆଖପାଖରେ ମାଟି ଖୋଳା ଯାଉଛି। ଏହା ବ୍ୟତୀତ ବୋରୱେଲରେ ପଡିଥିବା ପିଲା ନିକଟକୁ ପାଇପ୍‌ ଯୋଗେ ଅକ୍ସିଜେନ ପଠାଯାଇଛି। ଘଟଣାସ୍ଥଳକୁ ଡାକ୍ତରଙ୍କ ସମେତ ଅନ୍ୟ ଚିକିତ୍ସା କର୍ମୀମାନେ ମଧ୍ୟ ପହଞ୍ଚିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁସାରେ ଯେଉଁ ସ୍ଥାନରେ ବୋରୱେଲ ଖୋଳା ଯାଇଛି ସେଠାରେ ଧନିଆ ଚାଷ କରାଯାଇଛି। ଯେଉଁଥିପାଇଁ ଏହା ଦୃଶ୍ୟମାନ ହେଉ ନ ଥିଲା। ବୋଧହୁଏ ସେଥିପାଇଁ ପିଲାଟି ଖସିପଡିଥିବା ଜଣାପଡ଼ିଛି।