‘ମରିବାର ଅଛି ତ ମରିଯାଅ’ : ସ୍କୁଲ ଫିକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଅଜବ ବୟାନ

The Sakala Picture
Published On

ଭୋପାଳ : ସ୍କୁଲ ଫିକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ଶିକ୍ଷାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। କରୋନା କାଳରେ ଅଧÒକାଂଶ ଲୋକ ନିଯୁକ୍ତି ହରାଇଥÒବା ବେଳେ ଅନେକ ଲୋକଙ୍କ ଆୟ ମଧ୍ୟ କମିଛି। ଏହାବ୍ୟତୀତ ଅଧÒକାଂଶ ଦିନ ଧରି ସ୍କୁଲ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫି ଆଦାୟ କରୁଛନ୍ତି। ଏଭଳି ସମସ୍ୟାକୁ ନେଇ ମଧ୍ୟପ୍ରଦେଶର କିଛି ଅଭିଭାବକ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ନିକଟକୁ […]

ଭୋପାଳ : ସ୍କୁଲ ଫିକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ଶିକ୍ଷାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। କରୋନା କାଳରେ ଅଧÒକାଂଶ ଲୋକ ନିଯୁକ୍ତି ହରାଇଥÒବା ବେଳେ ଅନେକ ଲୋକଙ୍କ ଆୟ ମଧ୍ୟ କମିଛି। ଏହାବ୍ୟତୀତ ଅଧÒକାଂଶ ଦିନ ଧରି ସ୍କୁଲ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫି ଆଦାୟ କରୁଛନ୍ତି। ଏଭଳି ସମସ୍ୟାକୁ ନେଇ ମଧ୍ୟପ୍ରଦେଶର କିଛି ଅଭିଭାବକ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ଯାଇଥÒଲା ବେଳେ ଯଦି ସରକାର କିଛି ବ୍ୟବସ୍ଥା ନକରନ୍ତି ତେବେ ଆମେ ମରିଯିବୁ ବୋଲି କହିଥÒଲେ। ହେଲେ ମନ୍ତ୍ରୀ ସେମାନଙ୍କୁ କିଛି ଆଶାସ୍ବନା ଦେବା ପରିବର୍ତ୍ତେ ‘ ମରିବାର ଅଛି ତ ମରି ଯାଅ’ ବୋଲି ଅଭିଭାବକମାନଙ୍କୁ କହିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀଙ୍କ ଏଭଳି ଆଚରଣକୁ ନେଇ ବିରୋଧୀ କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

01 Jul 2021 By The Sakala

‘ମରିବାର ଅଛି ତ ମରିଯାଅ’ : ସ୍କୁଲ ଫିକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ଅଜବ ବୟାନ

ଭୋପାଳ : ସ୍କୁଲ ଫିକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ଶିକ୍ଷାମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହା ଅନେକଙ୍କୁ ବିସ୍ମିତ କରିଛି। କରୋନା କାଳରେ ଅଧÒକାଂଶ ଲୋକ ନିଯୁକ୍ତି ହରାଇଥÒବା ବେଳେ ଅନେକ ଲୋକଙ୍କ ଆୟ ମଧ୍ୟ କମିଛି। ଏହାବ୍ୟତୀତ ଅଧÒକାଂଶ ଦିନ ଧରି ସ୍କୁଲ ବନ୍ଦ ରହିଛି। ଏହା ସତ୍ତ୍ବେ ବି ଅନେକ ସ୍କୁଲ ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଫି ଆଦାୟ କରୁଛନ୍ତି। ଏଭଳି ସମସ୍ୟାକୁ ନେଇ ମଧ୍ୟପ୍ରଦେଶର କିଛି ଅଭିଭାବକ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ ନିକଟକୁ ଯାଇଥÒଲା ବେଳେ ଯଦି ସରକାର କିଛି ବ୍ୟବସ୍ଥା ନକରନ୍ତି ତେବେ ଆମେ ମରିଯିବୁ ବୋଲି କହିଥÒଲେ। ହେଲେ ମନ୍ତ୍ରୀ ସେମାନଙ୍କୁ କିଛି ଆଶାସ୍ବନା ଦେବା ପରିବର୍ତ୍ତେ ‘ ମରିବାର ଅଛି ତ ମରି ଯାଅ’ ବୋଲି ଅଭିଭାବକମାନଙ୍କୁ କହିବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମନ୍ତ୍ରୀଙ୍କ ଏଭଳି ଆଚରଣକୁ ନେଇ ବିରୋଧୀ କଂଗ୍ରେସ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।

https://www.thesakala.in/national-international/die-die-minister-of-educations-strange-statement-about-school-fees/article-3374
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର