ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଆମ୍ବୁଲାନ୍ସ ମିଳିଲାନି : ରୋଗୀଣା ମା’କୁ ପିଠିରେ ଲଦି ହସ୍ପିଟାଲ ନେଲା ଝିଅ

The Sakala Picture
Published On

ଗୋପାଳଗଞ୍ଜ : ବିହାର ଗୋପାଳଗଞ୍ଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ୍ବୁଲାନ୍ସ ନ ମିଳିବାରୁ ନିଜ ରୋଗୀଣା ମାଆକୁ ପିଠିରେ ଲଦି ଝିଅ ହସ୍ପିଟାଲକୁ ନେଉଥିବା ଦେଖିବାକୁ ମିଳୁଛି। ସେ ପ୍ରାୟ ୩ କିମି ଚାଲି ଚାଲି ମାଆଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ । ଏହି ଘଟଣା ବରୋଲି ପିଏଡ୍‌ସିର ବୋଲି କୁହାଯାଉଛି। ଝିଅର ନାମ ଅମରାବତୀ | ସେ ଗୋପାଳଗଞ୍ଜର ସୁରୱାଲ ଗ୍ରାମର ବାସିନ୍ଦା। ଅମରାବତୀଙ୍କ ମା’ ବାଚିଆ ଦେବୀଙ୍କୁ […]

ଗୋପାଳଗଞ୍ଜ : ବିହାର ଗୋପାଳଗଞ୍ଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ୍ବୁଲାନ୍ସ ନ ମିଳିବାରୁ ନିଜ ରୋଗୀଣା ମାଆକୁ ପିଠିରେ ଲଦି ଝିଅ ହସ୍ପିଟାଲକୁ ନେଉଥିବା ଦେଖିବାକୁ ମିଳୁଛି। ସେ ପ୍ରାୟ ୩ କିମି ଚାଲି ଚାଲି ମାଆଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ । ଏହି ଘଟଣା ବରୋଲି ପିଏଡ୍‌ସିର ବୋଲି କୁହାଯାଉଛି। ଝିଅର ନାମ ଅମରାବତୀ | ସେ ଗୋପାଳଗଞ୍ଜର ସୁରୱାଲ ଗ୍ରାମର ବାସିନ୍ଦା। ଅମରାବତୀଙ୍କ ମା’ ବାଚିଆ ଦେବୀଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ଗାଡି ନମିଳିବାରୁ ପିଠିରେ ନେଇ ଯାଇଥିଲେ। ଫେରିବା ସମୟରେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ସେ ପୁଣି ମାଆଙ୍କୁ ପିଠିରେ ଆଣିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାରେ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ସାର୍ବଜନୀନ ସ୍ଥାନରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ

14 Jun 2021 By The Sakala

ଆମ୍ବୁଲାନ୍ସ ମିଳିଲାନି : ରୋଗୀଣା ମା’କୁ ପିଠିରେ ଲଦି ହସ୍ପିଟାଲ ନେଲା ଝିଅ

ଗୋପାଳଗଞ୍ଜ : ବିହାର ଗୋପାଳଗଞ୍ଜର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆମ୍ବୁଲାନ୍ସ ନ ମିଳିବାରୁ ନିଜ ରୋଗୀଣା ମାଆକୁ ପିଠିରେ ଲଦି ଝିଅ ହସ୍ପିଟାଲକୁ ନେଉଥିବା ଦେଖିବାକୁ ମିଳୁଛି। ସେ ପ୍ରାୟ ୩ କିମି ଚାଲି ଚାଲି ମାଆଙ୍କୁ ହସ୍ପିଟାଲରେ ପହଞ୍ଚାଇ ଥିଲେ । ଏହି ଘଟଣା ବରୋଲି ପିଏଡ୍‌ସିର ବୋଲି କୁହାଯାଉଛି। ଝିଅର ନାମ ଅମରାବତୀ | ସେ ଗୋପାଳଗଞ୍ଜର ସୁରୱାଲ ଗ୍ରାମର ବାସିନ୍ଦା। ଅମରାବତୀଙ୍କ ମା’ ବାଚିଆ ଦେବୀଙ୍କୁ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ କିମ୍ବା ଗାଡି ନମିଳିବାରୁ ପିଠିରେ ନେଇ ଯାଇଥିଲେ। ଫେରିବା ସମୟରେ ମଧ୍ୟ ତାଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ସେ ପୁଣି ମାଆଙ୍କୁ ପିଠିରେ ଆଣିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣାରେ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର