ପଶ୍ଚିମବଙ୍ଗରେ ବୋମା ବିସ୍ଫୋରଣ, ୬ ବିଜେପି କର୍ମୀ ଗୁରୁତର ଆହତ
କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ବୋମା ବସ୍ଫୋରଣ ଘଟିଛି । ଏଥିରେ ୬ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଗୋସାବାର ବାଦାମଲତା ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିସ୍ଫୋରଣରେ ବିଜେପି କର୍ମୀମାନେ ଆହତ ହୋଇଥିବାବେଳେ ଏଥିରେ ଟିଏମସିର କୌଣସି […]
କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ବୋମା ବସ୍ଫୋରଣ ଘଟିଛି । ଏଥିରେ ୬ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଗୋସାବାର ବାଦାମଲତା ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି । ବିସ୍ଫୋରଣରେ ବିଜେପି କର୍ମୀମାନେ ଆହତ ହୋଇଥିବାବେଳେ ଏଥିରେ ଟିଏମସିର କୌଣସି ହାତ ନଥିବା ସ୍ଥାନୀୟ ଟିଏମସି ନେତା କହିଛନ୍ତି ।
ସେପଟେ ପ୍ରାଥମିକ ତଦନ୍ତରୁ ବୋମା ଲଗାଇବା ସମୟରେ ଏପରି ଘଟିଥିବା ପୁଲିସ କହିଛି । ସୂଚନାଥାଉକି, ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ନିର୍ବାଚନ ହେବାକୁ ଯାଉଛି । ଆଠଟି ପର୍ଯ୍ୟାୟରେ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।