ନାବାଳକର ଅପେରସନ ପାଇଁ ଅର୍ଥ ସାଜିଛି ବାଧକ: ସହାୟତା ପାଇଁ ଆକୁଳ ନିବେଦନ

The Sakala Picture
Published On

କେନ୍ଦ୍ରାପଡା: ଅଭିଶପ୍ତ ପାଲଟିଛି ଶୈଶବ। ଖେଳକୁଦ ପାଠ ପଢା ବୟସରେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି ଜଣେ ୧୩ ବର୍ଷର ନାବାଳକ। ଏକ ଛୋଟିଆ ଦୁର୍ଘଟଣାରୁ ଗତ ଏକ ବର୍ଷ ହେଲା ମରଣ ସହ ଲଢେ଼ଇ କରୁଛନ୍ତି ନାବାଳକ। ଆମେ କହୁଛୁ ପଟ୍ଟାମୁଣ୍ଡାଇ ବ୍ଲକ ଦୋଷିଆ ପଞ୍ଚାୟତର ଚୂଳିସାହି ଗ୍ରାମର ବିଶ୍ବ ପ୍ରକାଶ ମହାପାତ୍ରଙ୍କ କଥା । ବୟସ ମାତ୍ର ୧୩ ବର୍ଷ। ବାପା ପ୍ରଶାନ୍ତ ମହାପାତ୍ର ଜଣେ ଦିନ ମଜୁରିଆ । ଦୈନିକ ମଜୁରି ଲାଗିଲେ […]

କେନ୍ଦ୍ରାପଡା: ଅଭିଶପ୍ତ ପାଲଟିଛି ଶୈଶବ। ଖେଳକୁଦ ପାଠ ପଢା ବୟସରେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛନ୍ତି ଜଣେ ୧୩ ବର୍ଷର ନାବାଳକ। ଏକ ଛୋଟିଆ ଦୁର୍ଘଟଣାରୁ ଗତ ଏକ ବର୍ଷ ହେଲା ମରଣ ସହ ଲଢେ଼ଇ କରୁଛନ୍ତି ନାବାଳକ। ଆମେ କହୁଛୁ ପଟ୍ଟାମୁଣ୍ଡାଇ ବ୍ଲକ ଦୋଷିଆ ପଞ୍ଚାୟତର ଚୂଳିସାହି ଗ୍ରାମର ବିଶ୍ବ ପ୍ରକାଶ ମହାପାତ୍ରଙ୍କ କଥା । ବୟସ ମାତ୍ର ୧୩ ବର୍ଷ। ବାପା ପ୍ରଶାନ୍ତ ମହାପାତ୍ର ଜଣେ ଦିନ ମଜୁରିଆ । ଦୈନିକ ମଜୁରି ଲାଗିଲେ ପରିବାର ଚଳେ। ବିଶ୍ବ ପ୍ରକାଶ ମହାପାତ୍ର ଜୀବନରେ ଖୁସିରେ ଥିଲେ। ଭଲ ପାଠ ପଢୁଥିଲେ। ଖେଳୁକୂଦ ଆଉ ହସଖୁସିରେ ତାଙ୍କ ଜୀବନ ବିତୁଥିଲା । ହେଲେ ଭାଗ୍ୟର ବିଡମ୍ବନା ବିଶ୍ବ ପ୍ରକାଶଙ୍କର ଗତ ୧ବର୍ଷ ପୂର୍ବରୁ ଗୋଟେ ଛୋଟିଆ ସାଇକେଲ ଦୁର୍ଘଟଣା ହୋଇଥିଲା ।

ଏହା ପରେ ମେଡିକାଲ ନେଲା ପରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା ବୋଲି ଜାଣିବାକୁ ମିଳିଥିଲା ।  ଗୋଡ଼ ପାଷ୍ଟର ହେଲା ଏହାପରେ ଦୁଃଖ ଏଇଠୁ ଆରମ୍ଭ ହେଲା ।  ପ୍ଲାଷ୍ଟର ହୋଇଥିବା ଗୋଡ଼ରେ ପୂଜ ହେବା ସହିତ ଆହୁରି ଅନେକ ପ୍ରକାରର ସମସ୍ୟା ଦେଖାଦେଲା ।  ଫୁଣିଥରେ ଡାକ୍ତରଙ୍କୁ ଦେଖିବାରୁ ଆଉ ଥରେ ଅପରେସନ କରିବାକୁ କୁହାଗଲା ।  ଡାକ୍ତରଙ୍କ କଥାରେ ପୁଅର ଫୁଣି ଥରେ ଅପେରସନ ହେଲା ।  ପୁଜ ବାହାର କରାଗଲା ।  ହେଲା ଏବେ ପୁଣି ସେଇ ଅବସ୍ଥା ।  ଏମିତି ହେବା ଦେଖି ବାପା
ପ୍ରଶାନ୍ତ ମହାପାତ୍ର ପୁଅକୁ ନେଇ କଟକ ବଡ଼ ମେଡିକାଲ୍ ନେଇଥିଲେ।  ପୁଣିଥରେ ଅପେରସନ କରିବାକୁ ଡାକ୍ତର କହିଛନ୍ତି ।  ପୂର୍ବରୁ ଯାହା କିଛି ଥିଲା ସବୁ ବିକିଭାଙ୍ଗି ଅପେରସନ କରି ଖର୍ଚ୍ଚ କରିଦେଇଛନ୍ତି।  ପୁଣି ଅପରେସନ କରିବାକୁ ପରିବାର ପାଖରେ ଟଙ୍କାଟିଏ ନାହିଁ । ସାମାଜିକ ସଂଗଠନ ଓ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାରଲେକୋ ଅନୁରୋଧ କରିଛନ୍ତି ।

02 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର