ସୁବର୍ଣ୍ଣପୁର - The Sakala

ରାସ୍ତାକଡ ଗଛରୁ ଯୁବକ-ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ପୋଲିସ କରୁଛି ତଦନ୍ତ
ସୁବର୍ଣ୍ଣପୁର: ତଳେ ପଡିଛି ବ୍ୟାଗ ଓ ଚପଲ, ଗଛରେ ଝୁଲୁଛି ଯୁବକ ଯୁବତୀଙ୍କ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା କଡରେ ଥିବା ଏକ ବରଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ପରିଚୟ ମିଳିପାରି ନଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ, ସୋନପୁର ଜିଲ୍ଲା ସିଲାଟି ରାସ୍ତାର ଏକ ବରଗଛରେ ଯୁବକ ଏବଂ ଯୁବତୀଙ୍କ ମୃତଦେହ ଝୁଲୁଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଗଛ ମୂଳରେ ଗୋଟିଏ ବ୍ୟାଗ୍ ଓ ଯୁବକ ଯୁବତୀଙ୍କ ଚପଲ ପଡ଼ିଛି । ପରେ ତୁରନ୍ତ ପୋଲିସ ଏବଂ ଗାଁ ଲୋକଙ୍କୁ ଖବର ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଆଜି ୧୨ ଘଣ୍ଟିଆ ବୀରମହାରାଜପୁର ବନ୍ଦ, ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନ ଅଭିଯୋଗ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ଗାଡ଼ି ମଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଗତ ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଦିନ ଭୀମ ଆର୍ମି ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଫୋଟୋକୁ ଅପମାନକୁ ନେଇ ଏହି ବନ୍ଦ ପାଳନ। ଏନେଇ ଵଜରଙ୍ଗ ଦଳ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବୀରମହାରାଜପୁର ଥାନାରେ ଏକ ମାମଲା ମଧ୍ୟ ଦାୟର କରାନେଇଥିଲା ଲ

ଆଜି ଵଜରଙ୍ଗ ଦଳ ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ବନ୍ଦ ଡାକରାର ପ୍ରଭାବରେ ବୀରମହାରାଜପୁର ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରୁଥିବା ଦେଖିବାକୁ ମିଳିଛି l

ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ
ସୋନପୁର: ସୋନପୁର ପୋଲିସ ଦ୍ୱାରା ବ୍ୟାପକ ନକଲି ନୋଟ୍ ଜବତ । ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ କରିଛି ପୋଲିସ । କାର୍‌ ଯାଞ୍ଚ ବେଳେ ବ୍ଲକ ଛକରୁ ୧୬୯୫ ଖଣ୍ଡ ଫେକ୍ ୫ ଶହ ଟଙ୍କିଆ ନୋଟ୍ ଜବତ ହୋଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ସୋନପୁର ପୋଲିସ । ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ଜଣେ ନୟାଗଡ଼ର ବୋଲି ଜଣାପଡିଛି । ବରଗଡ଼ ଜିଲ୍ଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରିଛନ୍ତି ଗିରଫ ଦୁଇ ଅଭିଯୁକ୍ତ ।

ସୂଚନା ଅନୁସାରେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା । ସେହି ସ୍କର୍ପିଓରେ ଯୁବକ ମାନେ ପଇସା ନେଣଦେଣ କରୁଥିବା ସନ୍ଦେହ କରି ପୋଲିସ ସେମାନଙ୍କୁ ଅଟକାଇଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଗାଡ଼ି ଭିତରେ ଏକ ନାଲି ରଙ୍ଗର ବ୍ୟାଗ୍ ରହିଥିଲା । ସେହି ବ୍ୟାଗ୍ ଭିତରେ ୧୬୯୫ଟି ୫୦୦ ଟଙ୍କିଆ ନୋଟ୍ ଥିବା ପୋଲିସ ଦେଖିବାକୁ ପାଇଥିଲା । ତେବେ ସେସବୁ ଟଙ୍କା ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ । ଏହା ଜାଣି ବ୍ୟାଗ ପୋଲିସ ଜବତ କରିବା ସହ ଦୁଇ ଜଣଙ୍କୁ  ଗିରଫ କରିଥିଲା ।

ମୁହଁରେ ସ୍ପ୍ରେ ମାରି ଯୁବତୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ ଅଭିଯୋଗ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବୀରମହାରାଜପୁର ଥାନା ହିକୁଡ଼ି ITI ପଛ ପଟେ ଦୁର୍ବୃତ୍ତମାନେ ଏହି ଜଘନ୍ୟକାଣ୍ଡ କରିଥିବା ଜଣାପଡ଼ିଛି। ଯୁବତୀ ଜଣକ ପାଖରେ ଥିବା ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ। କାମ ସାରି ଘରକୁ ଫେରିବା ବେଳେ ବାଟରେ ୩ ଜଣ ଯୁବକ ଅଟକାଇଥିଲେ । ତା ପରେ ମୁହଁରେ ସ୍ପ୍ରେ ମାରି ଟେକି ନେଇ ଗଣ ଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଅଚେତ ଅବସ୍ଥାରେ ବହୁ ସମୟ ଧରି ପଡ଼ି ରହିଥିଲେ। ଚେତା ଆସିବା ପରେ ସେ ଘରକୁ ଫେରି କହିବା ପରେ ସବୁ କଥା ଜଣାପଡ଼ିଥିଲା। ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ତନାଘନା କରି ସନ୍ଦେହରେ କିଛି ଯୁବକଙ୍କୁ ପଚରା ଉଚରା କରୁଛି।

ପୂର୍‌ନୀ କନ୍ଦାରୁ ଜୀବିକା ଧନ୍ଦା ପାଲଟିଛି ଗରିବଙ୍କ ରୋଜଗାର ମାଧ୍ୟମ
ସୁବର୍ଣ୍ଣପୁର(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ବଜାରରେ ପାରମ୍ପରିକ ଖାଦ୍ୟ ପୂର୍‌ନୀ କନ୍ଦାର ବହୁତ ଚାହିଦା ରହିଛି। ପଦ୍ମଫୁଲ ଏକ ଜଳଜ ଉଦ୍ଭିଦ ହୋଇଥିବା ବେଳେ ଏହାର ଯେଉଁ ଅଂଶ ମାଟି ଭିତରେ ଥାଏ ତାହାକୁ ପୂର୍‌ନୀ କନ୍ଦା କୁହାଯାଏ।

ଗ୍ରୀଷ୍ମ ଋତୁରେ ଯେଉଁ ପଦ୍ମ ପୋଖରୀ ଶୁଖିଯାଏ, ସେଠାରେ ମାଟି ଖୋଳି ଏହାକୁ ସଂଗ୍ରହ କରାଯାଏ। ପ୍ରାୟ ଏକ ଇଞ୍ଚରୁ ଦେଢ଼ ଇଞ୍ଚ ବ୍ୟାସ ବିଶିଷ୍ଟ ଟ୍ୟୁବ୍‌ ଆକୃତି ଇଷତ ମାଟିଆ ରଙ୍ଗର ଏହି ଲମ୍ୱାଳିଆ ପଦାର୍ଥ ଖାଦ୍ୟ ରୂପରେ ମଧ୍ୟ ବ୍ୟବହାର କରାଯାଏ। କିଛି ଲୋକ ଏହାକୁ କଞ୍ଚାରେ ଚୋବାଇ ଖାଆନ୍ତି। ଖରାଦିନେ ଖାଇଲେ ପେଟ ଥଣ୍ଡା ରହେ। ସ୍ଥାନୀୟ ବଜାରରେ ପ୍ରାୟ ୧ ଫୁଟ ଲମ୍ୱର ୬ ରୁ ୭ ଖଣ୍ଡ ପୂରନୀ କନ୍ଦା ବିଡା ପ୍ରତି ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଯାହାର କେଜି ପ୍ରତି ୩୦୦ ଟାଙ୍କ ମୂଲ୍ୟରେ ବିକ୍ରି ହେଉଛି।ଏହା ପଡୋଶୀ ଜିଲ୍ଲାକୁ ମଧ୍ୟ ସ୍ଥାନୀୟ ବଜାରରୁ ବେପାରୀମାନେ ଆସି ବିକ୍ରି ପାଇଁ ନେଇଥାନ୍ତି।

ଗ୍ରୀଷ୍ମ ଋତୁରେ ଆରମ୍ଭରେ ଗାଡିଆ ପୋଖରୀ ପାଣି ଶୁଖିଯିବା ପରେ କନ୍ଦା ମିଳିବା ଆରମ୍ଭ ହୋଇଥାଏ। ଗ୍ରୀଷ୍ମ ଋତୁରେ ଶେଷ ଆଡକୁ ଏହା ଅପେକ୍ଷାକୃତ ଅଧିକ ପରିମାଣରେ ମିଳିଥାଏ। ଫଳରେ ସଂଗ୍ରାହକାରୀଙ୍କ ଭଲ ରୋଜଗାର ମାଧ୍ୟମ ପାଲଟିଛି। ଏହା ସଂଗ୍ରହ କରି ବିକ୍ରି କରି ତିନି ମାସର ଗଜୁରାଣ୍ଟ ମେଣ୍ଟାଇଥାନ୍ତି। ଏହାକୁ ଧନୀ ଓ ଗରିବ ସମସ୍ତେ ଖାଦ୍ୟ ରୂପେ ପ୍ରଚୁର ପରିମାଣରେ କିଣି ଥାନ୍ତି।

ଏହାକୁ ସଂଗ୍ରହ କରିବା ପାଇଁ ସ୍ୱତନ୍ତ୍ର କୈଶଳର ଆବଶ୍ୟକତା ରହିଥାଏ। ପଦ୍ମପୋଖରୀ ଶୁଖି ଯିବା ପରେ କୁଶଳୀ ଲୋକେ ମାଟି ଭିତରୁ କନ୍ଦା ଖୋଳି ବାହାର କରନ୍ତି। ତାପରେ ଭଲ ଭାବେ ଧୋଇ ନିର୍ଦ୍ଦିଷ୍ଟ ଦୈର୍ଘ୍ୟରେ କାଟି ବିଡାବାନ୍ଧି ସ୍ଥାନୀୟ ବଜାରରେ ବିକ୍ରି କରନ୍ତି।ଏହା ଏକ ପାରମ୍ପାରିକ ଜୈବିକ ଖାଦ୍ୟ ଭାବେ ପରିଚିତ ହୋଇଛି। ସମ୍ପୂର୍ଣ୍ଣ ପ୍ରାକୃତିକ ଢଙ୍ଗରେ ସୃଷ୍ଟି ହେଉଥିବା ଏହି ଋତୁକାଳୀନ ଖାଦ୍ୟ କୃତ୍ରିମ ରାସାୟନିକ ପଦାର୍ଥ ସଂସ୍ପର୍ଶରେ ପ୍ରାୟତଃ ଆସିନଥାଏ। ଏହାର ଲଭ୍ୟତା ବହୁତ କମ୍‌ ଥିବା ସ୍ଥଳେ ଏହାର ବ୍ୟଞ୍ଜନ କୌଣସି ହୋଟେଲରେ ମିଳେ ନାହିଁ।ଦେଶୀ ତଥା ସୌଖିନ ଖାଦ୍ୟ ପ୍ରିୟ ଲୋକେ ଏହାକୁ ରୋଷେଇ କରି ସ୍ୱାଦିଷ୍ଟ ବ୍ୟଞ୍ଜନ ଭାବେ ମୁଖ୍ୟ ଖାଦ୍ୟ ସହିତ ଗ୍ରହଣ କରିଥାନ୍ତି। ସ୍ଥଳ ବିଶେଷରେ ଯଦିଓ ଏହାକୁ ଘାଣ୍ଟ ତରକାରୀ ବା ଦେଶୀ ମୁଗଡାଲିରେ ବ୍ୟବହାର କରାଯାଏ ତଥାପି ଅଧିକାଂଶ ଲୋକ ପୂରନୀ କନ୍ଦା ଭଜା ଖାଇବାକୁ ବିଶେଷ ପସନ୍ଦ କରିଥାନ୍ତି। ଗୋଲାକାର ଆକୃତିରେ ଛୋଟ ଛୋଟ କଟାଯାଇ ଥିବା ପୂରନୀ କନ୍ଦା ପତଳା ପିଠଉ ଗୋଳେଇ ତାୱାରେ ଅନ୍ୟ ଭଜା ଭଳି ଘରେ ରୋଷେଇ କରି ଏହା ଖିଆଯାଏ। ବର୍ତ୍ତମାନ ଜୈବିକ ଏବଂ ପାରମ୍ପରିକ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢୁଥିବା ବେଳେ ପୂରନୀକନ୍ଦା ପ୍ରତି ମଧ୍ୟ ଲୋକଙ୍କ ଆଦର ଢେର ବଢୁଛି।

ବିଦ୍ୟୁତ କର୍ମଚାରୀଙ୍କ ଗାଡି- ହାଇୱା ଧକ୍କା, ୩ ମୃତ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟୁପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବିଦ୍ୟୁ‌ତ୍‌ କର୍ମଚାରୀଙ୍କ ଗାଡ଼ିକୁ ଏକ ହାଇୱା ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ବିଦ୍ୟୁତ କର୍ମଚାରୀଙ୍କ ଗାଡି ବୋଲେରୋ ଓ ସାମ୍ନାପଟୁ ଆସୁଥିବା ଏକ ହାଇୱା ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ବୋଲେରୋରେ ଥିବା ୩ ବିଦ୍ୟୁତ୍‌ କର୍ମଚାରୀ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ASI, ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ
ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଏଏସଆଇ ବୁଦୁ ଭୋଇ। ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଜଣେ ଅଭିଯୋଗକାରୀଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଏହି ଲାଞ୍ଚ ଟଙ୍କା ନେଉଥିବାବେଲେ ମାଡିବସିଥିଲା ଭିଜିଲାନ୍ସ।

ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭାଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ  ଆଜି ଅଭିଯୋଗକାରୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଏଏସଆଇ ବୁଦୁ ଭୋଇଙ୍କୁ ଗିରଫ କରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ଏକକାଳୀନ ୨ ସ୍ଥନାରେ ଚଢାଉ ଜାରି ରହିଥିବା ସୂଚନା ।

ଭିଜିଲାନ୍ସ ଜାଲରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଲ ମ୍ୟାନେଜର, ଋଣ କରାଇ‌ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ
ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର । ଜଣେ ହିତାଧିକାରୀ ପିଏମ୍‌ଇଜିପି (ପିଏମ୍‌ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍‌)ରୁ ଋଣ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କ ନିକଟରୁ ୫ ହଜାର ଲାଞ୍ଚ ନେଇଥିବା ବେଳେ ଧରିଛି ଭିଜିଲାନ୍ସ ବିଭାଗ।

ମିଳିଥିବା ସୂଚନା ଅନୁସାରେ ସୁନିଲ କୁମାର ମିଶ୍ର ପିଏମ୍‌ଇଜିପି ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ବିପିନ ଦେହୁରୀଙ୍କ ସହିତ ସଂପର୍କ କରିଥିଲେ। ଅପରପକ୍ଷେ ଶ୍ରୀ ଦେହୁରୀ ମଧ୍ୟ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ।

ଏହାପରେ ଆଜି ଯୋଜନା ମୁତାବକ ସୁନିଲ କୁମାର ମିଶ୍ର ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ବିପିନ ଦେହୁରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଦେବାର ଅଳ୍ପ ସମୟ ପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ରଙ୍ଗବୋଳା ୫୦୦୦ ଟଙ୍କା ଜବତ କରିବା ସହ ବିପିନଙ୍କୁ ଗିରଫ କରିଥିଲେ। ଏବେ ଭିଜିଲାନ୍ସ ବିଭାଗ ବିପିନ ଦେହୁରୀଙ୍କର ତିନୋଟି ସ୍ଥାନରେ ଏକା ସାଙ୍ଗରେ ଚଢାଉ କରୁଥିବା ସୂଚନା ମିଳିଛି ।

ପ୍ରକୃତିର ଅପାର ଦାନ: ଦେଉଳଝରି
ସୁବର୍ଣ୍ଣପୁର (ଧରଣୀଧର ମିଶ୍ର): ସୁବର୍ଣ୍ଣପୁର ଏବଂ ସମ୍ବଲପୁର ଜିଲ୍ଲାର ମଧ୍ୟ ଭାଗରେ ରହିଛି ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଦେଉଳଝରି। ଜଙ୍ଗଲ, ପର୍ବତ, ଝରଣା ସହ ପକ୍ଷୀଙ୍କ କାକଳି ଦେଉଳଝରିକୁ ଆକର୍ଷଣୀୟ କରି ଗଢି ତୋଳିଥିଲେ ମଧ୍ୟ ଏଯାଏଁ ଦେଉଳଝରିରେ ବିକାଶର ସୂର୍ଯ୍ୟ ଉଦୟ ହୋଇନି। ଅଗନା ଅଗନି ଜଙ୍ଗଲ ଭିତରେ ସୁଉଚ୍ଚ ପର୍ବତମାଳା। ଖୁବ୍‌ ମନୋରମ ପରିବେଶ। ଏହାରି ଭିତରେ ଠିକ ଦେଉଳ ଭଳି ଏକ ପାହାଡ଼ ରହିଛି। ପାହାଡ଼ ପାଦ ଦେଶରେ କୁଳୁ କୁଳୁ ନାଦରେ ବହି ଯାଉଛି ନୀଳ ଝରଣା। ବିଶ୍ୱାସ ଅଛି ବର୍ଷା ଅଭାବରୁ ‘ସଲ ମରିବାକୁ ବସିଲେ ଏହି ପାହାଡ଼ ତଳେ ଭକ୍ତି ଭାବରେ ସଂକୀର୍ତ୍ତନ କଲେ ପାହାଡ଼ରୁ ପାଣି ଝରିଥାଏ ଏବଂ ଭଲ ବର୍ଷା ହୋଇଥାଏ। ଏଣୁ ଏହି ପାହାଡ଼କୁ ଦେଉଳଝରି ବୋଲି କୁହାଯାଏ।

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ କୁନ୍ଦପାଲ ଗାଁ ନିକଟରେ ଅଛି ଦେଉଳଝରି ପାହାଡ଼। ପାହାଡ଼ରେ ପୂଜା ପାଉଛନ୍ତି ସିଦ୍ଧେଶ୍ୱର ବାବା ଏବଂ ପୂର୍ଣ୍ଣମାସୀ ଦେବୀ। ପାହାଡ଼ ଉପରେ ଏକ ସୁନ୍ଦର ମଠ ରହିଛି। ଠାକୁରଙ୍କ ପୂଜା ପାଠକରି ଜଙ୍ଗଲ ସୁରକ୍ଷାରେ ଧ୍ୟାନ ଦେଇ ଏହି ମଠରେ ରହୁଥିବା ବାବା ନିରାଡାମ୍ବର ଜୀବନଯାପନ କରୁଛନ୍ତି। ପାହାଡ଼ର ଶୀର୍ଷ ଦେଶରୁ ଏକ ଛୋଟ ଝରଣା ତଳ ପର୍ଯ୍ୟନ୍ତ ବହି ଆସିଛି।

ଏହି ସ୍ଥାନକୁ ଯିବା ପାଇଁ ହେଲେ କୁନ୍ଦପାଲ ଗାଁ ଦେଇ ଯିବାକୁ ହୁଏ। ଏଠାରୁ ପ୍ରାୟ ୨ କିଲୋମିଟର ପାଦଚଲା ରାସ୍ତାରେ ଗଲେ ଦେବ କୁଣ୍ଡର ଦର୍ଶନ କରିପାରିବେ। ଦେବକୁଣ୍ଡ ଆଶ୍ରମର ପ୍ରବେଶ ଦ୍ୱାର। ସମୁଦ୍ର ପତ୍ତନତ୍ତଠାରୁ ୨ହଜାର ଫୁଟ ଉଚ୍ଚରେ ରହିଛି ପବିତ୍ର ଗୁମ୍ଫା। ଏହି ଗୁମ୍ଫାକୁ ପାଣ୍ଡବ ଗୁମ୍ଫା କୁହାଯାଏ। ଅଜ୍ଞାତବାସ ସମୟରେ ଏହି ଗୁମ୍ଫାରେ ପଞ୍ଚୁ ପାଣ୍ଡବ ବସବାସ କରିଥିବା ଜନଶୃତି ରହିଛି। ସୋନପୁର ରାମେଶ୍ୱର ମନ୍ଦିର ନିକଟସ୍ଥ ମହାନଦୀ ଗର୍ଭର ହନୁମାନ ଟାଙ୍ଗରରେ ମଧ୍ୟ ଏକ ବିରାଟକାୟ ପାଦ ଚିହ୍ନ ରହିଛି। ଏହାକୁ ଭୀମଙ୍କ ପାଦଚିହ୍ନ ବୋଲି ଲୋକେ କୁହନ୍ତି। ତେଣୁ ଅଜ୍ଞାତବାସ ସମୟରେ ପଞ୍ଚୁ ପାଣ୍ଡବ ଏହି ଅଞ୍ଚଳରେ ରହିିଥିବା ବିଶ୍ୱାସ କରାଯାଏ।

ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଜୈବ ବିବିଧତା, ନାନାଦି ଔଷଧୀୟ ଗୁଳ୍ମରାଜି, ପକ୍ଷୀଙ୍କ କାକଳିରେ ଆନମନା ହୁଅନ୍ତି। ଗୋଟିଏ ପଟେ ସୋନପୁର ଜିଲ୍ଲା ଅନ୍ୟପଟେ ସମ୍ବଲପୁର ଜିଲ୍ଲା, ମଝିରେ ଠିକ ଜାଗ୍ରତ ପ୍ରହରୀ ଭଳି ଛିଡା ହୋଇଛି ଦେଉଳ ଝରି ପାହାଡ଼। ତେବେ ଏକ ସୁନ୍ଦର ସ୍ଥାନ ହୋଇଥିଲେ ମଧ୍ୟ ଭଲ ରାସ୍ତା ନାହିଁ। ଦେଉଳଝରିକୁ ପୀଠକୁ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ ସହ ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହାର ଉନ୍ନତିକରଣ ହୋଇ ପାରିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟଙ୍କ ସୁଅ ଛୁଟନ୍ତା ।

ଗୋ-ସଂପଦଙ୍କ ଈଶ୍ୱର ‘ଗୋଧନେଶ୍ୱର’
ସୁବର୍ଣ୍ଣପୁର (ବିନୋଦ ପାଣ୍ଡେ): ପ୍ରକୃତି ସବୁଜିମା,ବଣପାହାଡ଼, ନଦନଦୀର ଜୀବନ୍ତ ପରିବେଶରେ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ ଥିବା ପ୍ରାଚୀନ ଶୈବପୀଠ ଗୋଧନେଶ୍ୱର ବେଶ ପ୍ରସିଦ୍ଧି। ବୀରମହାରାଜପୁର ସଦର ମହକୁମାରୁ ପୂର୍ବକୁ ଗଲେ ପ୍ରୟ ୮ କିମି ରାସ୍ତା ଅତିକ୍ରମ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଶାନ୍ତି,ନିର୍ଜନ ପରିବେଶରେ ମନ୍ଦିର ଅବସ୍ଥିତ।

ମନ୍ଦିରରେ କାହିଁ କେଉଁ କାଳରୁ ଆରାଧ୍ୟା ଦେବତା ଭାବେ ପୂଜା ପାଇଁ ଆସୁଛନ୍ତି ବାବ ଗୋଧନେଶ୍ୱର। ଗୋଧନେଶ୍ୱର ଅର୍ଥାତ୍‌ ଗୋ ସଂପଦଙ୍କ ଈଶ୍ୱର। ଦେବାଧିଦେବ ମହାଦେବ ଏହି ପ୍ରାଚୀନ ମନ୍ଦିର କେବଳ ଜିଲ୍ଲା ନୁହେଁ ବରଂ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ଭାବେ ପରିଚିତ ହାସଲ କରିପାରିଛି। ମନ୍ଦିର ପାରିପାଶ୍ୱିର୍କ ପରିବେଶକୁ ଦେଖିଲେ ମନେହୁଏ ସତେ ଯେମିତି ବାବା ଗୋଧନେଶ୍ୱରଙ୍କ ପାଦ ଧୌତ କରି ନିରବଚ୍ଛିନ୍ନ ଭାବରେ କୁଳୁକୁଳୁ ନାଦରେ ବହି ଯାଇଛି ଓଡ଼ିଶାର ଗଙ୍ଗା ମହାନଦୀ। ମହାନଦୀ କୂଳରେ ବିରାଜମାନ ବାବା ଗୋଧନେଶ୍ୱର ଶୈବପୀଠକୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଆଗମନ ହୋଇଥାଏ। ପ୍ରତିମାସ ସଂକ୍ରାନ୍ତିରେ ହଜାର ହଜାର ଭକ୍ତଙ୍କ ସମାଗମ ଯୋଗୁଁ ମନ୍ଦିର ଓ ତା’ର ଚତୁଃପାଶ୍ୱର୍ରେ ହୋଇ ଉଠିଥାଏ ଲୋକରାଣ୍ୟ। ବାବା ଗୋଧନେଶ୍ୱରଙ୍କ ପ୍ରତି କେବଳ ବୀରମହାରାଜପୁର ବ୍ଲକ୍‌ ନୁହେଁ ଆଖପାଖ ଅଞ୍ଚଳର ଜନସାଧାରଣ ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ ରହିଛି।

ବହୁ ପ୍ରାଚୀନ କାଳରୁ ଏହି ଶୈବପୀଠରେ ବାବା ପୂଜା ପାଇ ଆସୁଛନ୍ତି। ଏହି ମନ୍ଦିରଟି ପୁରାତନକାଳରୁ ନିର୍ମାଣ ହୋଇଛି। ମନ୍ଦିର କାନ୍ଥରେ ଗଣେଶ, ପାର୍ବତୀ, କାର୍ତ୍ତିକେୟ ଓ ପାର୍ବତୀଙ୍କ ଚିତ୍ର ଅତୀବ ଚିତ୍ତା କର୍ଷକ। ମନ୍ଦିର ପରିସରରେ ଥିବା ପାଞ୍ଚ/ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ପଥର ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କାରୁକାର୍ଯ୍ୟ ପରିପୂର୍ଣ୍ଣ ପ୍ରାଚୀନ କାଳର ପଥର ମୂର୍ତ୍ତି ଗୁଡ଼ିକ ରହିଛି। ଗବେଷକ ମାନଙ୍କ କହିବାନୁସାରେ ସମଗ୍ର ଓଡ଼ିଶାରେ ଆବିଷ୍କୃତ ୬ ପଥର ନିର୍ମିତ ନାଗ ମୂର୍ତ୍ତି ମଧ୍ୟରୁ କେବଳ ପଶ୍ଚିମ ଓଡ଼ିଶାରରେ ୩ ଟି ରହିଥିବା ବେଳେ ସେଥିରୁ ଗୋଟିଏ ଉକ୍ତ ମନ୍ଦିର ପରିସରରୁ ଆବିଷ୍କାର ହୋଇଥିଲା। ସେହିପରି ପୀଠ ନିକଟରେ ରହିଛି ମା’ଭୈରବୀଙ୍କ ଅସ୍ଥାୟୀ ମନ୍ଦିର। ସେଠାରେ ପ୍ରତ୍ୟକ୍ଷ ଭାବେ ପୂଜା ପାଉଛନ୍ତି ମା’କାଳି। ସେହିପରି ମନ୍ଦିରର ପଶ୍ଚିମ ଦିଗରେ ରହିଛି ପଶ୍ଚିମ ସୋମନାଥ ମନ୍ଦିର। ପାଖରେ ରହିଛି ଶନି ମନ୍ଦିର ଓ ହନୁମାନ ମନ୍ଦିର।

ବାବା ଗୋଧନେଶ୍ୱର ପୀଠରେ ପାଳିତ ହେଉଥିବା ଉତ୍ସବ ଓ ଯାତଗୁଡିକ ମଧ୍ୟରୁ ପ୍ରସିଦ୍ଧ ଉତ୍ସବ ହେଉଛି ଦଣ୍ଡ ଯାତ୍ରା। ପ୍ରତି ବର୍ଷ ପଣାସଂକ୍ରାନ୍ତି ପୂର୍ବରୁ ୨୧ ଦିନ ଧରି ଏହି ଉତ୍ସବ ପାଳନ କରାଯାଇଥାଏ। ଏହି ଅବସରରେ ବାବା ଗୋଧନେଶ୍ୱରଙ୍କୁ ଗାଁକୁ ଗାଁ ବୁଲାଯାଇ ଷୋହଳ ସୁଆଙ୍ଗ ପରିବେଷଣ କରାଯାଇଥାଏ। ଏହା ଦ୍ୱାରା ଜିଲ୍ଲାର ଅନେକ ପ୍ରାଚୀନ କଳା ବଞ୍ଚି ରହିପାରୁଛି। ସେହି କଳା ମଧ୍ୟରୁ ବୀଣାକାର,ପତର ସଉରା , ପରଭା,ଚଢିଆ ଚଢିଆଣି ଆଦି ନୃତ୍ୟ ଜିଲ୍ଲା ବାହାରେ ମଧ୍ୟ ବେଶ୍‌ ପ୍ରଶଂସିତ ହୋଇପାରିଛି। ମନ୍ଦିରରେ ପାରମ୍ପରିକ ରୀତିରେ ପ୍ରତିଦିନ ଅନ୍ନ ଭୋଗ, ପୂଜାର୍ଚ୍ଚନା ଆଦିର ବ୍ୟବସ୍ଥା ରହିଛି। ବାବା ଗୋଧନେଶ୍ୱରଙ୍କ ଅନେକ ଆଲୌକିକ ଶକ୍ତି ନିହିତ ଥିବାରୁ ଜନଶ୍ରୁତି ଶୁଣିବାକୁ ମିଳିଥାଏ। ଗୋଧନେଶ୍ୱର ମହାଦେବଙ୍କୁ ଭକ୍ତି ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରି ଅନେକ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଛି।

ସେଥିପାଇଁ ଦିନକୁ ଦିନ ଭକ୍ତ ଭିଡ଼ ଜମିବାରେ ଲାଗୁଛି ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ପ୍ରାଚୀନ ମନ୍ଦିର ଧୀରେ ଧୀରେ ଅବକ୍ଷୟମୁଖୀ ହେବାରେ ଲାଗିଛି। ତୁରନ୍ତ ଏହାର ରକ୍ଷଣାବେକ୍ଷଣ କଲା ନଗଲେ ପ୍ରାଚୀନ କଳା, ସାଂସ୍କୃତିକ ଓ ପରମ୍ପରାର ପ୍ରତୀକ ବାବା ଗୋଧନେଶ୍ୱରଙ୍କ ମନ୍ଦିର ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖା ଦେଲାଣି। ରାଜ୍ୟ ଦେବୋତ୍ତର ବିଭାଗ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

ପାଠଶାଳାରୁ ପରିବେଶ ଚିନ୍ତା
ସୋନପୁର: ସୋନପୁର ଜିଲ୍ଲା ତରଭା ବ୍ଲକ ସୁନାରୀପଡ଼ା ନିବାସୀ ରାଜକିଶୋର ସାହୁ। ପେସା ଶିକ୍ଷକତା ହୋଇଥିଲେ ହେଁ ପରିବେଶ ସୁରକ୍ଷା ତାଙ୍କର ନିଶାରେ ପରିଣତ ହୋଇଛି। ରାଜକିଶୋରଙ୍କ ୨୫ ଏକର ଜମିରେ ସୃଷ୍ଟି କରିଥିବା ଜଙ୍ଗଲ ଭିତରେ ବିଭିନ୍ନ ଜାତିର ହଜାର ହଜାର ପକ୍ଷୀ, ଠେକୁଆ, କୋକିଶିଆଳି, ହେଟାବାଘ, ହନୁମାଙ୍କଡ଼, ଗୋଧି, ନେଉଳ, ମହୁଲ ମୂଷା, ବିଲେଇ ଭଳି ଜୀବ ବର୍ଷସାରା ଦେଖାଯାନ୍ତି। ରାଜକିଶୋର ସୃଷ୍ଟି କରିଥିବା ଏହି ଜଙ୍ଗଲ ତାଙ୍କୁ ଆୟ ଦେଇ ନ ଥିଲେ ହେଁ ଭବିଷ୍ୟତ ପିଢ଼ି ସକାଶେ ଏକ ସମ୍ପଦରେ ପରିଣତ ହେଲାଣି।

ରାଜକିଶୋରଙ୍କ ପେସା ଶିକ୍ଷକତା ହୋଇଥିଲେ ହେଁ ପରିବେଶ ସୁରକ୍ଷା ତାଙ୍କର ନିଶାରେ ପରିଣତ ହୋଇଛି। ୧୨ ଏପ୍ରିଲ ୧୯୬୫ରେ ସୁନାରୀପଡ଼ାରେ ଜନ୍ମ ନେଇଥିବା ରାଜକିଶୋର ତରଭା ବାଳକ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଜବାହର କଲେଜ ପାଟଣାଗଡ଼଼ରୁ ବିଏ, ବଲାଙ୍ଗୀର ‘ଲ’ କଲେଜରୁ ଏଲଏଲବି କରିଛନ୍ତି। ରାଷ୍ଟ୍ରଭାଷା ରତ୍ନ ପାଶ କରିଥିବା ରାଜକିଶୋର ୧ ଅଗଷ୍ଟ ୧୯୮୮ ରେ ତରଭା ବ୍ଲକ ଶିବତୁଲା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ଭାବେ ଯୋଗଦେଇ ଆଜି ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି। ପିଲାଟି ବେଳରୁ ରାଜକିଶୋର ଜଣେ ସ୍ୱାଧୀନଚେତା, ପରିବେଶ ସଚେତନ ତଥା ସୁବକ୍ତା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିବା ପରେ ଶିବତୁଲା ପଞ୍ଚାୟତ ଅନ୍ତର୍ଗତ ଅତାସିଂହା ମୌଜାରେ ଥିବା ତାଙ୍କର ୨୫ ଏକର ଜମିରେ ଜଙ୍ଗଲ ସୃଷ୍ଟି କରି ଅଞ୍ଚଳର ପରିବେଶ ସୁରକ୍ଷା କରିବାକୁ ଚିନ୍ତା କରିଥିଲେ। ଏଥି ସକାଶେ ଅର୍ଥ ବାଧକ ସାଜିଥିଲା ହେଲେ ସେ ହାର ନ ମାନି ନିଜ ଦରମା ଟଙ୍କାରେ ଏପ୍ରିଲ ୨୦୦୩ରୁ ଉକ୍ତ ଜମିରେ ଚାରାରୋପଣ ଆରମ୍ଭ କରିଥିଲେ। ଇତି ମଧ୍ୟରେ ୨୧ବର୍ଷ ବିତିଗଲାଣି ରାଜକିଶୋର ସୃଷ୍ଟି କରିଥିବା ଜଙ୍ଗଲରେ ବର୍ତ୍ତମାନ ୧୨୧ କିସମର ୨୦ ହଜାରରୁ ଊର୍ଦ୍ଧ୍ବ ଗଛ ରହିଛି। ଏଥି ମଧ୍ୟରେ ସାଗୁଆନ, ସିଶୁ, ସାହାଜ, ମୁଇଠ, ବେଲ, ତାଳ, ତେନ୍ତୁଳି, ଖଜୁରୀ, ଆମ୍ୱ, ଜାମୁ, ନିମ୍ୱ, ଅର୍ଜୁନ, କରଞ୍ଜ, ଗମ୍ଭାରୀ, ସପେଟା, ଲେମ୍ୱୁ, ଲିଚୁ, ନଡ଼ିଆ, ଗୁଆ, ଡାଲଚିନି, ତେଜପତ୍ର, ବହଲ, କୁଳେର, ବାଉଁଶ, ବରକୋଳି, ରୁଦ୍ରାକ୍ଷ, ଚନ୍ଦନ, ମହୁଲ, ହରିଡା, ଅଁଳା, ବାହାଡ଼ା ପ୍ରଭୃତି ମୂଲ୍ୟବାନ ବୃକ୍ଷ ରହିଛି। ପ୍ରକୃତି ସେବା ହିଁ ପ୍ରକୃତ ମାନବ ସେବା’ ଏହି ମନ୍ତ୍ରକୁ ଅପଣାଇ ଥିବା ରାଜକିଶୋର ତାଙ୍କର ଏହି ଜଙ୍ଗଲ ଭିତରେ ଗାଈ, ମଇଁଷି, ଛେଳି, କୁକୁଡ଼ା, କୁକୁରଙ୍କୁ ମଧ୍ୟ ପାଳିଛନ୍ତି। ଜଙ୍ଗଲ ଭିତରେ ପାରମ୍ପାରିକ ଢଙ୍ଗରେ ଛତୁ ଚାଷ ମଧ୍ୟ କରୁଛନ୍ତି। ୨୦୦୩ ମସିହାରୁ ଆରମ୍ଭ କରିଥିବା ଏହି ଜଙ୍ଗଲ ପାଇଁ ୭୬୬୫୦ କର୍ମ ଦିବସ ସୃଷ୍ଟି କରି ଲୋକଙ୍କୁ ରୋଜଗାର ଯୋଗାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ଅବସର ବିନୋଦନ, ବଣଭୋଜି ପାଇଁ ତରଭା ତଥା ଆଖପାଖର ପ୍ରକୃତି ପ୍ରେମୀ ଏଠାକୁ ଆସି ରାଜକିଶୋରଙ୍କ ଉଦ୍ୟମର ଭୁୟଂସୀ ପ୍ରଶଂସା କରୁଛନ୍ତି।

ଭିଜିଲାନ୍ସ ଜାଲରେ ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ
ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ତେଲ ଜଳସେଚନ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ। ବିଲ୍‌ କ୍ଲିୟରାନ୍ସ ପାଇଁ ଜଣେ ଠିକାଦାରଙ୍କ ନିକଟରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀ ୪୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ। ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିବା ପରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଓ ସୋନପୁର ବାସଭବନରେ ମଧ୍ୟ ରେଡ୍‌ କରିଥିବା ଜଣାପଡିଛି।