ସୁନ୍ଦରଗଡ଼ - The Sakala
ସୁନ୍ଦରଗଡ଼ରେ ଯୁବକଙ୍କୁ ଅପହରଣ ଓ ହତ୍ୟା: ଖସି ପଳାଇବା ବେଳେ ସଡକ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ
ସୁନ୍ଦରଗଡ଼: ଅପହରଣ ଓ ହତ୍ୟାକରି ଫେରିବା ବେଳେ ଦୁର୍ଘଟଣାରେ ଜଣେ ମୃତ । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଖମାରବାହାଲ ନିକଟରେ ଘଟିଛି ଦୁର୍ଘଟଣା । ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ବେଳେ, ଘଟଣାସ୍ଥଳରୁ ଖସି ପଳାଉଥିବା ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ମୃତକ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ବାସିନ୍ଦା ଶିବଧନ ଲୋହାର। ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡରୁ ଦୁଇ ଜଣ ବ୍ୟକ୍ତି ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନିଜ ସମ୍ପର୍କୀୟଙ୍କୁ ଭର୍ତ୍ତି କରିବା ପରେ ଦୁଇଟି କାର୍‌ରେ ଫେରୁଥିଲେ। ଏହି ସମୟରେ ତଳସରା ଥାନା ଅନ୍ତର୍ଗତ ସୁବଡେଗା ନିକଟରେ ଏକ ବାଇକ୍‌ରେ ଆସିଥିବା ୩ ଜଣ ଯୁବକ ସେମାନଙ୍କ ଗାଡ଼ିକୁ ପିଛା କରିଥିଲେ।
ଗୋଟିଏ କାର୍ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଅନ୍ୟ କାର୍‌କୁ ଅଟକାଇ ଶିବଧନ ଲୋହାରଙ୍କୁ ଅପହରଣ କରିଥିଲେ। ଅଭିଯୁକ୍ତମାନେ ତାଙ୍କୁ ଛୁରୀ ଭୁସିବା ସହ ତାଙ୍କ ମୋବାଇଲ୍ ଫୋନ୍ ଏବଂ ପର୍ସ ଛଡ଼ାଇ ନେଇଥିଲେ। ପୋଲିସ ସୂଚନା ଅନୁଯାୟୀ, ହେମଗିରି ଥାନା ଅନ୍ତର୍ଗତ ଦୁଦୁକା ଅଞ୍ଚଳରେ ଥିବା ରେଳ ଓଭରବ୍ରିଜ୍ ନିକଟରେ ତାଙ୍କୁ ହତ୍ୟା କରାଯାଇଥିଲା ଏବଂ ତାଙ୍କ ମୃତଦେହକୁ ନିକଟସ୍ଥ ଏକ ଡ୍ରେନ୍‌ରେ ଫିଙ୍ଗି ଦିଆଯାଇଥିଲା।
ଅପରାଧ ଘଟାଇବା ପରେ ଅଭିଯୁକ୍ତମାନେ ଅପହୃତ ବ୍ୟକ୍ତିଙ୍କ ସେହି କାର୍‌ରେ ସୁନ୍ଦରଗଡ଼ ଆଡ଼କୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଭସ୍ମା ଥାନା ଅନ୍ତର୍ଗତ ଖମାରବାହାଲ ଗାଁ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଅଭିଯୁକ୍ତର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ୨ ଜଣ ଅଭିଯୁକ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ଯୁବକଙ୍କୁ ହତ୍ୟା
ସୁନ୍ଦରଗଡ଼: ସ୍ୱାମୀ-ସ୍ତ୍ରୀଙ୍କ କଳି ନେଲା ପଡୋଶୀଙ୍କ ଜୀବନ । ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ପଡୋଶୀ ଯୁବକଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହୁରୀପଡ଼ା ଗାଁରି ଆସିଛି ରପରି ଚାଂଚଲ୍ୟକର ଘଟଣା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଜଣେ ପଡୋଶୀ ଯୁବକଙ୍କୁ ନିଜର ପ୍ରାଣ ହରାଇବାକୁ ପଡ଼ିଛି। ମୃତ ଯୁବକଙ୍କ ନାମ ହେମନ୍ତ ନାୟକ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପଡ଼ୋଶୀ କନ୍ଦର୍ପ ଦେହୁରୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଝଗଡ଼ା ଉଗ୍ର ରୂପ ନେବାରୁ କନ୍ଦର୍ପଙ୍କ ପତ୍ନୀ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ହେମନ୍ତଙ୍କ ଘରେ ପହଞ୍ଚିଥିଲେ। ପତ୍ନୀଙ୍କ ପଛେ ପଛେ କନ୍ଦର୍ପ ମଧ୍ୟ ସେଠାରେ ପହଞ୍ଚିଥିଲେ। ତେବେ ହେମନ୍ତ ଏବଂ ତାଙ୍କ ପରିବାର ଲୋକେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ କନ୍ଦର୍ପ ହେମନ୍ତଙ୍କ ଭଉଣୀଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ହେମନ୍ତ ଓ କନ୍ଦର୍ପଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ଗାଁରେ କିଛି ଯୁବକ କନ୍ଦର୍ପଙ୍କୁ ନେଇ ତାଙ୍କ ଘରେ ଛାଡିଥିଲେ ।
ଘଟଣା ସାମାନ୍ୟ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ, ରାତି ପ୍ରାୟ ୧୧ଟା ସମୟରେ ହେମନ୍ତ ନିଜ ଘର ବାହାରେ ବସିଥିବା ବେଳେ ପୂର୍ବ ରାଗକୁ ମନରେ ରଖି ଉତ୍‌କ୍ଷିପ୍ତ ଥିବା କନ୍ଦର୍ପ ହଠାତ୍ ସେଠାରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ହେମନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ହେମନ୍ତଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା
ସୁନ୍ଦରଗଡ: ପୂର୍ବ ଶତୃତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ପିଟି ହତ୍ୟା । ଏପରି ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ ମୁଣ୍ଡା ସାହିରେ । ରୋଇମୁଣ୍ଡା ଓ ସାଧୁ ମୁଣ୍ଡା ଗତକାଲି ସନ୍ଧ୍ୟାରେ ମିଶି ମଦ ପିଇବା ପରେ ଆରମ୍ଭ ହୋଇଥଲା ପୂର୍ବ ଶତ୍ରୁତା କଥା । ଉତ୍ୟକ୍ତ ରୋଇମୁଣ୍ଡା ଠେଙ୍ଗା ମାଡ଼ରେ ସାଧୁ ମୁଣ୍ଡାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଆଜି ସକାଳେ ଖବର ପାଇଁ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ରୋଇ ମୁଣ୍ଡାଙ୍କୁ ହେପାଜତକୁ ନେଇ ତଦନ୍ତ ଜାରି ରଖିଛି ।
ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର
ସୁନ୍ଦରଗଡ଼: ନୃସଂଶ ପୁଅର ବର୍ବରକାଣ୍ଡ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । ମା'କୁ ଆକ୍ରମଣ କରିବାକୁ ଯିବା ସମୟରେ ବାପା ପ୍ରତିରୋଧ କରିବାରୁ, ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ l ମା'କୁ ମଧ୍ୟ ଆକ୍ରମଣ କରି ହାତ ଭାଙ୍ଗିବା ସହ ଲହୁଲୁହାଣ କଲା l ମୃତକ ହେଲେ ପାଣ୍ଡୁ ମୁଣ୍ଡା । ଗୁରୁତର ଅବସ୍ଥାରେ ମାଆକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୋଇଡା ଥାନା ଅନ୍ତର୍ଗତ କଦମଡିହି ଗାଁରେ।
ସୂଚନା anusare, ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ସୋନା ମୁଣ୍ଡା ନିଜ ମାଆକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା । ସ୍ତ୍ରୀକୁ ବଂଚାଇାବକୁ ଯାଇଥିବାବେଳେ ପାଣ୍ଡୁଙ୍କୁ ଆକ୍ରମଣ କରିଥିଲା ପୁଅ । ଉତ୍ତକ୍ଷିପ୍ତ ହୋଇ ବାପା ପାଇଣ୍ଡା ମୁଣ୍ଡାଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଥିବା ବେଳେ ମାଆର ହାତ ଭାଙ୍ଗି ଲହୁଲୁହାଣ କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
Viral Video: ତଳେ ମାଛ, ଉପରେ ଲାଉ: ସୁନ୍ଦରଗଡ଼ ଚାଷୀଙ୍କ 'ସ୍ମାର୍ଟ ଫାର୍ମିଂ'
ସୁନ୍ଦରଗଡ଼: ଚାଷ କାମ କେବଳ ପରିଶ୍ରମ ନୁହେଁ, ବରଂ ବୁଦ୍ଧି ଏବଂ କୌଶଳର ଖେଳ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ଜଣେ ଅଗ୍ରଗାମୀ ଚାଷୀ। ପାରମ୍ପରିକ ପଦ୍ଧତିରୁ ବାହାରି ସେ ନିଜର ଅଭିନବ ଚିନ୍ତାଧାରା ମାଧ୍ୟମରେ ଚାଷ କାର୍ଯ୍ୟରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।
ସାଧାରଣତଃ ଜମିରେ ଫସଲ କରାଯାଉଥିବା ବେଳେ ଏହି ଚାଷୀ ଜଣକ ନିଜ ପୋଖରୀ ଉପରେ ଏକ ମଚା ବା ଟ୍ରେଲିସ୍ ସିଷ୍ଟମ୍ ନିର୍ମାଣ କରିଛନ୍ତି। ଏହି ମଚା ଉପରେ ସେ ଲାଉ ଭଳି ଲଟା ଜାତୀୟ ପନିପରିବା ଚାଷ କରୁଛନ୍ତି ଏବଂ ଠିକ୍ ତା’ ତଳେ ପୋଖରୀ ପାଣିରେ ମାଛ ଚାଷ ଜାରି ରଖିଛନ୍ତି।
Meet a farmer from Sundargarh, Odisha who is reimagining farming!
Instead of traditional fields, he built a trellis system over his pond to grow climbing vegetables like bottle gourd, while practicing fish farming below.
Smart integrated farming = more income + better land use. pic.twitter.com/lq49jGyHj4
— Manas Muduli (@manas_muduli) February 13, 2026
ସମନ୍ୱିତ କୃଷିର ଶ୍ରେଷ୍ଠ ଉଦାହରଣ
ଏହି ପଦ୍ଧତିକୁ ସମନ୍ୱିତ କୃଷି ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ କୁହାଯାଏ। ଏଥିରେ ଜମିର ସର୍ବୋତ୍ତମ ବ୍ୟବହାର ହୋଇପାରୁଛି। ଗୋଟିଏ ସ୍ଥାନରୁ ଚାଷୀ ଜଣକ ଦୁଇ ପ୍ରକାରର ଆୟ କରୁଛନ୍ତି। ଗୋଟିଏ ପଟେ ପନିପରିବା ବିକ୍ରି କରି ଲାଭବାନ ହେଉଥିବା ବେଳେ ଅନ୍ୟପଟେ ମାଛ ଚାଷରୁ ମଧ୍ୟ ଭଲ ରୋଜଗାର କରୁଛନ୍ତି। କମ୍ ଜମି ଥିବା ଚାଷୀମାନଙ୍କ ପାଇଁ ଏହି ମଡେଲ୍ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ସ୍ମାର୍ଟ ଫାର୍ମିଂ ଜରିଆରେ କିଭଳି ଅଧିକ ରୋଜଗାର କରାଯାଇପାରିବ, ସୁନ୍ଦରଗଡ଼ର ଏହି ଚାଷୀ ଜଣକ ତାହା କରି ଦେଖାଇଛନ୍ତି।
ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସୁନ୍ଦରଗଡ଼ ସିଭିଲ ସପ୍ଲାଏ ଜୁନିୟର ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ...
ସୁନ୍ଦରଗଡ଼: ଆଜି ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ସିଭିଲ ସପ୍ଲାଏ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ରବୀନ୍ଦ୍ର ବାରିକ ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଆଜି ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି। ସୁନ୍ଦରଗଡ଼ ସ୍ଥିତ ବାସଭବନ ସମେତ ବାଲେଶ୍ୱର ଜିଲ୍ଲା ଚୂନଭାଟି ମଣ୍ଡପ ନିକଟରେ ଥିବା ତାଙ୍କ ପୈତୃକ ଘର ଓ ଅନ୍ୟାନ୍ୟ ଠିକଣାରେ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ ଚଳାଇଛନ୍ତି।ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାରୁ କେତେ ଟଙ୍କାର ସମ୍ପତ୍ତି ଠାବ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘରେ ଥିବା ସୁନାଗହଣା, ବ୍ୟାଙ୍କ ବାଲାନ୍ସ, ଜମିଜମା କାଗଜପତ୍ର ଏବଂ ନଗଦ ଟଙ୍କାକୁ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛନ୍ତି। ଚଢ଼ାଉ ଶେଷ ହେବା ପରେ ଜବତ ସମ୍ପତ୍ତିର ପୁରା ତାଲିକା ମିଳିପାରିବ ବୋଲି ଆଶା କରାଯାଉଛି।
ନାବାଳିକାଙ୍କୁ ନିଆଁ ଲଗାଇ ଜଳାଇ ଦେଇଥିବା ଅଭିଯୋଗ, ଅବସ୍ଥା ସଙ୍କଟାପନ୍ନ ...
ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବର୍ଣ୍ଣାରେ ଅଭାବନୀୟ ଘଟଣା। ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀଙ୍କୁ ନିଆଁ ଲଗାଇ ଜଳାଇ ଦିଆଯାଇଥିବା ଅଭିଯୋଗ। କେ‌ହି ଦୁର୍ବୃତ୍ତ ୧୭ ବର୍ଷୀୟା ନାବାଳିକାକୁ ନିଆଁ ଲଗାଇ ଜଳାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନାବାଳିକାକୁ ନିଆଁ ଲଗାଇ ଜଳାଇ ଦେବା ପାଇଁ ଫୋନ ଯୋଗେ ଧମକ  ମିଳିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ରାଜଗାଙ୍ଗପୁର ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ଅଟକ ଯୁବକ ଜଣକ କିଏ ତାହା ପୁଲିସ ସ୍ପଷ୍ଟ କରି ନାହିଁ।
ଅନ୍ୟପଟେ, ଉକ୍ତ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କ ଶରୀର ୯୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି।
ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୫ ମୃତ, ୧୨ ଗୁରୁତର ଆହତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଏନ୍ଏଚ୍‌ ୫୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌ । ରାଉରକେଲାରୁ ଆସୁଥିବା ବେଳେ ଟ୍ରକ୍‌ ସହ ଧକ୍କା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଗୁରୁତର ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ସୁନ୍ଦରଗଡ଼ରେ ଲଜ୍ଜା!, ନାବାଳିକାକୁ ୧୪ ଦିନ ଧରି ଦୁଷ୍କର୍ମ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଅଧୀନ ତଳସରା ଥାନା ଅଞ୍ଚଳରେ ଜଣେ ୧୭ବର୍ଷୀୟା ନାବାଳିକାକୁ ତାର ପୁରୁଷ ବନ୍ଧୁ ଏକ ବନ୍ଦ କୋଠରୀରେ ଦୀର୍ଘ ୧୪ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ପୀଡ଼ିତାକୁ ଉଦ୍ଧାର କରିବା ସହ ତାର ପୁରୁଷ ବନ୍ଧୁକୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ମୁତାବକ, ଗତ ୧୬ ତାରିଖରେ ସମ୍ପୃକ୍ତ ନାବାଳିକାକୁ ତାର ପୁରୁଷବନ୍ଧୁ ବୁଲିବାକୁ କହି ଡାକି ନେଇଥିଲା। ତଳସରା ସୀମାନ୍ତବର୍ତ୍ତୀ ଏକ ଭଡ଼ା ଘରେ ସେ ନାବାଳିକାକୁ ରଖି ଦୁଷ୍କର୍ମ କରିଥିଲା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୧୪ ଦିନ ରଖି ଦୁଷ୍କର୍ମ କରିଚାଲିଥିଲା। ସେପଟେ ନାବାଳିକା ଘରକୁ ନଫେରିବାରୁ ପରିବାରଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ନାବାଳିକାର ମୋବାଇଲ ଫୋନ ବନ୍ଦ ଥିବାରୁ ପରିବାର ଲୋକ ତା’ ବିଷୟରେ କିଛି ଜାଣିପାରି ନଥିଲେ। ପରେ ୨୦ ତାରିଖରେ ପରିବାର ପକ୍ଷରୁ ତଳସରା ଥାନାରେ ଝିଅ ନିଖୋଜ ହୋଇଥିବା ନେଇ ରିପୋର୍ଟ ଦିଆଯିବା ପରେ ପୁଲିସ ତନାଘନା ଆରମ୍ଭ କରିଥିଲା।
ବୁଧବାର ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ତଳସରା ଥାନା ପୁଲିସ ଖବର ପାଇ ବନ୍ଦ ଘରୁ ନାବାଳିରାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ପୁରୁଷ ବନ୍ଧୁକୁ ଗିରଫ କରିଥିଲା। ଗୁରୁବାର ଉଭୟଙ୍କ ଡାକ୍ତରୀମାଇନା କରାଯାଇଥିବା ବେଳେ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା, ବିସ୍ଫୋରକ କିଣିବା ପାଇଁ ମାଓବାଦୀମାନେ ଲୁଚାଇ ରଖିଥିଲେ
ବଣାଇଁ  : ଓଡିଶା ଝାରଖଣ୍ଡ ସୀମା ସଂଲଗ୍ନ ଚାଇଁବସା ଅନ୍ତର୍ଗତ ସରଣ୍ଡା ଜଙ୍ଗଲ ମାଟି ତଳୁ ମିଳିଲା ୩୫ ଲକ୍ଷ ଟଙ୍କା। ମାଓବାଦୀମାନେ ମାଟି ତଳେ ଟଙ୍କା ଲୁଚାଇ ରଖିଥିବା ନେଇ ଗୁପ୍ତ ସୂଚନା ପାଇବା ପରେ ଚାଇବାସା ପୁଲିସ ପ୍ରାୟ ୩୫ ଲକ୍ଷ ଟଙ୍କା ନଗଦ ଜବତ କରିଛି। ମାଓବାଦୀମାନେ ବିସ୍ଫୋରକ କିଣିବା ପାଇଁ ଏହି ଟଙ୍କାର ବଣ୍ଡଲ ଗୁଡ଼ିକୁ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଇ ଷ୍ଟିଲ୍ ଟିଫିନ୍‌ରେ ଭର୍ତ୍ତି କରି ମାଟିତଳେ ଲୁଚାଇ ରଖିଥିଲେ। ତେବେ ସୂଚନା ପାଇ ଚାଇବାସା ପୁଲିସ ଏହି ଟଙ୍କା ଉଦ୍ଧାର କରିଛି।
ସୁନ୍ଦରଗଡ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ‘ନିକ୍ଷୟ ମିତ୍ର’ କାର୍ଯ୍ୟକ୍ରମ ସହ ହାତ ମିଶାଇଛି। ‘ଟିବି ମୁକ୍ତ ଭାରତ ଅଭିଯାନ’କୁ ସମର୍ଥନ କରିବା ଉଦ୍ଦେଶ୍ୟରେ କମ୍ପାନୀ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହିତ ମିଶି ୬୩ଜଣ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ପୁଷ୍ଟିକର କିଟ୍ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି, ଆଶା କର୍ମୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁଷ୍ଟିକର କିଟ୍ ହସ୍ତାନ୍ତର କରାଯାଇଥିଲା।
କମ୍ପାନୀର ସମ୍ପ୍ରଦାୟ-କେନ୍ଦ୍ରିତ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେ କହିବାକୁ ଯାଇ, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ନିକ୍ଷୟ ମିତ୍ର ମାଧ୍ୟମରେ, ଆମେ ଏକ ‘ଯକ୍ଷ୍ମାମୁକ୍ତ ଭାରତ’ର ଜାତୀୟ ମିଶନରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛୁ। ପୁଷ୍ଟିକର ସହାୟତା ଟିବି ଆରୋଗ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଆଜି ପର୍ଯ୍ୟନ୍ତ, ଆମେ ଝାରସୁଗୁଡା ଏବଂ କଳାହାଣ୍ଡିରେ ୫୫୦ରୁ ଅଧିକ ରୋଗୀଙ୍କୁ ସମର୍ଥନ କରିଛୁ ଏବଂ ଏବେ ଏହି ସେବାକୁ ସୁନ୍ଦରଗଡକୁ ବିସ୍ତାର କରିବାକୁ ଆମେ ଉତ୍ସାହିତ। ଯାହା ଦେଶର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରୁଛି।”
ସୁନ୍ଦରଗଡର ସିଡିଏମଓ ଡକ୍ଟର ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି, “ସାଧାରଣତଃ ଦୂରଦୂରାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଂଚାଇବା ଏକ ଚ୍ୟାଲେଞ୍ଜ। ଯକ୍ଷ୍ମା ରୋଗୀମାନଙ୍କୁ ଚିକିତ୍ସା ସହିତ ନିରନ୍ତର ପୁଷ୍ଟିସାର ଆବଶ୍ୟକ। ବେଦାନ୍ତର ସମର୍ଥନ ଯକ୍ଷ୍ମା ଚିକିତ୍ସା ଫଳାଫଳକୁ ଉନ୍ନତ କରିବ ଏବଂ ତୃଣମୂଳ ସ୍ତରରେ ଉତ୍ତମ ଯତ୍ନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ ମଜବୁତ କରିବ।”
ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ସମର୍ପିତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପ୍ରତି ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ପ୍ରଗତି ପ୍ରତି ସମ୍ପ୍ରଦାୟର ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପଗୁଡ଼ିକ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।
ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ସାପ୍ତାହିକ ଚଳାଚଳ ଦିବସ ବନ୍ଦ ଦିନରେ ପରିବର୍ତ୍ତନ..
ଭୁବନେଶ୍ୱର : ପୂର୍ବତଟ ରେଳପଥ 20836/20835 ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ସାପ୍ତାହିକ ଛୁଟି ଦିବସରେ ପରିବର୍ତ୍ତନ ଘୋଷଣା କରିଛି। ୩ ଜୁନ୍ ୨୦୨୫ଠାରୁ ଟ୍ରେନଟି ଏବେ ଶନିବାର ପରିବର୍ତ୍ତେ ମଙ୍ଗଳବାର ଦିନମାନଙ୍କରେ ବାତିଲ ରହିବ।
ତଦନୁସାରେ, ଟ୍ରେନଟି ୭ ଜୁନ୍ ୨୦୨୫ରୁ ପ୍ରତି ଶନିବାର ଦିନ ଚଳାଚଳ ଆରମ୍ଭ କରିବ। କୌଣସି ଷ୍ଟେସନରେ ଟ୍ରେନର ପୂର୍ବରୁ ଥିବା ସମୟ ଏବଂ ସ୍ଥିରୀକୃତ ରହଣିରେ କୌଣସି ପରିବର୍ତ୍ତନ ହୋଇନାହିଁ । ସଂଶୋଧିତ ସାପ୍ତାହିକ ଛୁଟିର ଲକ୍ଷ୍ୟ ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ଆବଶ୍ୟକତା ସହିତ ଭଲ ଭାବରେ ସମନ୍ୱୟ ସ୍ଥାପନ କରିବା । ଯାତ୍ରୀମାନଙ୍କୁ ସେହି ଅନୁସାରେ ସେମାନଙ୍କ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ଅପଡେଟ୍ ପାଇଁ, ଯାତ୍ରୀମାନେ ପୂର୍ବତଟ ରେଳବାଇର ୱେବସାଇଟ୍ ଦେଖିପାରିବେ କିମ୍ବା ରେଳବାଇ ଅନୁସନ୍ଧାନ ସେବା ସହିତ ଯୋଗାଯୋଗ କରିପାରିବେ।