କୋରାପୁଟ - The Sakala
'ସାମ୍ବାଦିକ ଜନ ସମସ୍ୟାକୁ ପ୍ରାଥମିକତା ଦିଅନ୍ତୁ': ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନରେ ଅଧ୍ୟକ୍ଷ ମାନସଙ୍କ ଆହ୍ବାନ
କୋରାପୁଟ: ନନ୍ଦପୁର ବ୍ଲକ୍‌ ସଦର ମହକୁମା ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଛି ‘ସକାଳ’ ଜୟପୁର ସଂସ୍କରଣର ବନ୍ଧୁମିଳନ କାର୍ଯ୍ୟକ୍ରମ। ସଂସ୍କରଣ ମୁଖ୍ୟ ରାକେଶ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଯୋଗ ଦେଇ ଜନ ସମସ୍ୟା ସମ୍ବଳିତ ତଥ୍ୟ ଭିତ୍ତିକ ଖବରକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି।
ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଲୋକଙ୍କ ନିକଟରେ ସୁସ୍ଥ ଓ ନିରପେକ୍ଷ ଖବର ପହଞ୍ଚାଇବା ପାଇଁ  ୫ ବର୍ଷ  ପୂର୍ବେ  ଆରମ୍ଭ ହୋଇଥିଲା ‘ସକାଳ’ର ଜୟପୁର ସଂସ୍କରଣ। ଯେଉଁ ଲକ୍ଷ୍ୟ ନେଇ ସେତେବେଳେ ଜୟପୁର ସଂସ୍କରଣ ଆରମ୍ଭ କରାଯାଇଥିଲା, ତାହା ଆଜି ସଫଳ ହୋଇଛି । ମିଛ ଓ ପ୍ରୋପାଗଣ୍ଡାମୂଳକ ଖବର ଠାରୁ ଦୂରେଇ ରହି ସତ୍ୟ ଓ ସାମୂହିକ ସମସ୍ୟା ଭିତ୍ତିକ ଖବର ପ୍ରସାରଣ ପାଇଁ ‘ସକାଳ’ ପ୍ରତିନିଧି ମାନଙ୍କୁ ଶ୍ରୀ ମଙ୍ଗରାଜ ପରାମର୍ଶ ଦେଇଛନ୍ତି। ଏହା ସହ ଆଗାମୀ ଦିନରେ ‘ସକାଳ’ ଖବରକାଗଜ ଯେଭଳି ଅଧିକ ଲୋକପ୍ରିୟ ହେବ ସେ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ପ୍ରତିନିଧି ମାନଙ୍କୁ ସେମାନଙ୍କ କାର୍ଯ୍ୟ ଦକ୍ଷତା ନିମନ୍ତେ ଉତ୍ତରୀୟ ଓ ପ୍ରଶଂସାପତ୍ର ପ୍ରଦାନ କରି ଶ୍ରୀ ମଙ୍ଗରାଜ ସମ୍ମାନିତ କରିଛନ୍ତି।। ‘ସକାଳ’ ମୁଖ୍ୟ କାର୍ଯ୍ୟ ନିର୍ବାହୀ  ସୁବ୍ରତ ଦାସ  ନିଜ ଅଭିଭାଷଣରେ ସମର୍ପିତ କାର୍ଯ୍ୟ ପାଇଁ ଜୟପୁର ସଂସ୍କରଣରେ କାର୍ଯ୍ୟରତ ସମସ୍ତ ସହଯୋଗୀଙ୍କୁ ପ୍ରଶଂସା  କରିଛନ୍ତି। କାର୍ଯ୍ୟକ୍ରମରେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଜିଲ୍ଲା ଓ ବ୍ଲକ୍‌ ପ୍ରତିନିଧିମାନେ ଯୋଗ ଦେଇଥିଲେ ।
'ପରବ 2025'ର ଭବ୍ୟ ଶୁଭାରମ୍ଭ, ବେଦାନ୍ତ ଆଲୁମିନିୟମ କୋରାପୁଟର ଜୀବନ୍ତ ସାଂସ୍କୃତିକ ଐତିହ୍ୟକୁ ପାଳନ କରୁଛି
ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ପରବ-2025ର ସମାରୋହରେ ଯୋଗ ଦେଇଛି, ଏହା କୋରାପୁଟର ପ୍ରତୀକାତ୍ମକ ସାଂସ୍କୃତିକ ମହୋତ୍ସବର 28ତମ ସଂସ୍କରଣ ଯାହା ଏହି ଅଞ୍ଚଳର ସ୍ପନ୍ଦନଶୀଳ ପରମ୍ପରା, ଆଦିବାସୀ କଳା ଏବଂ ସମୃଦ୍ଧ ଐତିହ୍ୟକୁ ସମ୍ମାନିତ କରେ। ପାଞ୍ଚ ଦିନିଆ ଆଦିବାସୀ ମହୋତ୍ସବ ଦକ୍ଷିଣ ଓଡ଼ିଶାର କାଳଜୟୀ ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ସମ୍ପ୍ରଦାୟ, କଳାକାର ଏବଂ ଶିଳ୍ପମାନଙ୍କୁ ଏକତ୍ରିତ କରିଥାଏ।
ଉଦଘାଟନୀ ଦିବସରେ, ବେଦାନ୍ତ ଆଲୁମିନିୟମ ଏହାର ଉତ୍ସର୍ଗୀକୃତ ଷ୍ଟଲକୁ ଉନ୍ମୋଚନ କରିଥିଲା, ଯାହା କମ୍ପାନୀର ସାମୁଦାୟିକ ବିକାଶ ଏବଂ ସାଂସ୍କୃତିକ ସଂରକ୍ଷଣ ପ୍ରତି ଗଭୀର ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲା। ଏହି ଷ୍ଟଲକୁ ଓଡ଼ିଶା ସରକାରଙ୍କ ମାନ୍ୟବର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର, ପୋଟାଙ୍ଗୀ ବିଧାୟକ ଶ୍ରୀ ରାମଚନ୍ଦ୍ର କାଦମ; କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ; ଲକ୍ଷ୍ମୀପୁର ବିଧାୟକ ଶ୍ରୀ ପବିତ୍ର ସାଉନ୍ତା; କୋଟପାଡ ବିଧାୟକ ଶ୍ରୀ ରୁପୁ ଭତ୍ରା; କୋରାପୁଟ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ସସ୍ମିତା ମେଲେକା; ଏବଂ କୋରାପୁଟର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ସମ୍ମାନଜନକ ଉପସ୍ଥିତିରେ ଉଦଘାଟନ କରିଥିଲେ। ସମାବେଶୀ ଏବଂ ନିରନ୍ତର ବିକାଶ ଦିଗରେ ଏହି ଅଞ୍ଚଳର ଯାତ୍ରାକୁ ପ୍ରତିଫଳିତ କରୁଥିବାବେଳେ ଆଦିବାସୀ ସଂସ୍କୃତିକୁ ଆଲୋକିତ କରିଥିବାରୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି ଉତ୍ସବର ପ୍ରଶଂସା କରିଥିଲେ।
ବେଦାନ୍ତ ଆଲୁମିନିୟମର ବୁଥ୍ ପରିଦର୍ଶକମାନଙ୍କୁ ଏହାର ସମ୍ପ୍ରଦାୟ ବିକାଶ ଏବଂ ସାଂସ୍କୃତିକ ସଂରକ୍ଷଣ ପଦକ୍ଷେପର ଏକ ଅନନ୍ୟ ଝଲକ ପ୍ରଦାନ କରିଥିଲା। ଏକ ପ୍ରମୁଖ ଆକର୍ଷଣ ଥିଲା ପ୍ରୋଜେକ୍ଟ ଆଦିକଳା, କମ୍ପାନୀର ଲାଞ୍ଜିଗଡ଼ ୟୁନିଟରେ ସଉରା ଚିତ୍ରକଳା ଏବଂ ଧୋକ୍ରା ଧାତୁ ହସ୍ତଶିଳ୍ପ ଭଳି ପ୍ରାଚୀନ ଆଦିବାସୀ କଳା ଫର୍ମକୁ ପୁନରୁଦ୍ଧାର କରିବା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ। ପ୍ରୋଜେକ୍ଟ ଆଦିକଳା ମାଧ୍ୟମରେ, କମ୍ପାନୀ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ଶତାବ୍ଦୀ ପୁରୁଣା କଳା ପରମ୍ପରାକୁ ସଂରକ୍ଷଣ କରିବା ସହିତ ସ୍ଥାୟୀ ଜୀବିକା ହାସଲ କରିବାରେ ସକ୍ଷମ କରିଛି।
ଏହି ଅବସରରେ ବେଦାନ୍ତ ଆଲୁମିନା ବିଜନେସର ସିଇଓ ଶ୍ରୀ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, "ପରବ ହେଉଛି ଜୀବନ୍ତ ପରମ୍ପରା ଏବଂ ସମ୍ପ୍ରଦାୟର ଗୌରବର ଉତ୍ସବ। ବେଦାନ୍ତ ଆଲୁମିନିୟମରେ, ଆମେ ବିଶ୍ୱାସ କରୁ ଯେ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ସହିତ ବିକାଶ ନିଶ୍ଚୟ ହେବା ଉଚିତ। 'ପ୍ରକଳ୍ପ ଆଦିକଳା" ଭଳି ପଦକ୍ଷେପ ମାଧ୍ୟମରେ ଆମେ କେବଳ ଭାରତର ପ୍ରାଚୀନ କଳାକୁ ପୁନର୍ଜୀବିତ କରୁନାହୁଁ, ବରଂ ଗ୍ରାମୀଣ ସମୁଦାୟଙ୍କ ପାଇଁ ସ୍ଥାୟୀ ଜୀବିକା ସୁଯୋଗ ମଧ୍ୟ ସୃଷ୍ଟି କରୁଛୁ। ପରବ ୨୦୨୫ରେ ଆମର ଅଂଶଗ୍ରହଣ ସ୍ଥାନୀୟ ସଂସ୍କୃତିରେ ନିହିତ ସମାବେଶୀ ଅଭିବୃଦ୍ଧି ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।“
ପରବ ୨୦୨୫ରେ ବେଦାନ୍ତ ଲାଞ୍ଜିଗଡ଼ର ଅଂଶଗ୍ରହଣ ଓଡ଼ିଶାର ସମ୍ପ୍ରଦାୟ ସହିତ ଏହାର ଦୀର୍ଘକାଳୀନ ଭାଗିଦାରୀକୁ ସୁଦୃଢ଼ କରେ, ଯେଉଁଠାରେ ସାଂସ୍କୃତିକ ସଂରକ୍ଷଣ, ଅର୍ଥନୈତିକ ସଶକ୍ତିକରଣ ଏବଂ ସ୍ଥାୟୀ ବିକାଶ ଏହାର ସାମାଜିକ ପ୍ରଭାବ ପ୍ରୟାସର କେନ୍ଦ୍ରବିନ୍ଦୁ |
ଭିିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ, ମାମଲା ରଫାଦଫା ପାଇଁ ନେଉଥିଲେ ଲାଞ୍ଚ...
କୋରାପୁଟ:  ଭିଜିଲାନ୍ସ  ଜାଲରେ ଲାଞ୍ଚୁଆ ପୁଲିସ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅଧିକାରୀ ସୁକମା ହାଁସଦାଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ କାବୁ କରିଛି। ଏକ ମାମଲାର ରଫାଦଫା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରି ତାଙ୍କୁ ଧରିବାରେ ସଫଳ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦଶମନ୍ତପୁର ଥାନାରେ ଥିବା ଏକ ପୁରୁଣା ମାମଲାକୁ ରଫାଦଫା କରିବା ପାଇଁ ଥାନା ଅଧିକାରୀ ସୁକମା ହାଁସଦା ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ଦାବି କରିଥିଲେ। ପୂର୍ବ ଯୋଜନା ମୁତାବକ, ଗୁରୁବାର ସେ ୨୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଛକି ରହିଥିବା ଜୟପୁର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଥିଲେ। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ବର୍ତ୍ତମାନ ଦଶମନ୍ତପୁର ଥାନା ସମେତ ସୁକମା ହାଁସଦାଙ୍କ ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡିଛି।
ବିଦ୍ୟାଳୟର ନାମଫଳକ ଖସି ତୃତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର...
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଗାନ୍ଧୀନଗର ସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଦ୍ୟାଳୟର  ନାମଫଳକ (ସାଇନ୍ ବୋର୍ଡ) ଖସିପଡିବାରୁ ତାହା ତଳେ ଚାପି ହୋଇ ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ମୃତ ଛାତ୍ର ଜଣକ ହେଲେ ଗୁମୁଡା ପଞ୍ଚାୟତ ଅନ୍ତର୍ଗତ ସୁଉନିଗୁଡା ଗ୍ରାମର ପ୍ରେମାନନ୍ଦ ଭତ୍ରା। ସେ ଉକ୍ତ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ। ଆଜି ହଠାତ୍ ବିଦ୍ୟାଳୟର ନାମଫଳକଟି ଖସି ପଡିବାରୁ ସେ ଏହା ତଳେ ଚାପି ହୋଇଯାଇଥିଲେ, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ! , ସାହି ଲୋକଙ୍କ ପାଇଁ ବଞ୍ଚିଲା ଝିଅର ଜୀବନ ...
ଜୟପୁର: ଜୟପୁର ଇରିଗେସନ କଲୋନୀରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ  କରିଛନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ  ଝିଅର ଜୀବନ ବଞ୍ଚି ଯାଇଛି। ପ୍ରକାଶ ଯେ, ମାଆ ଅମ୍ୱିକା ଖୋସଲା ଜଣେ ବିଧବା ଓ ସେ ଇରିଗେସନ କଲୋନୀ ସ୍ଥିତ ଏକ ବସ୍ତି ଅଞ୍ଚଳରେ ନିଜର ୨ ପୁଅ ଓ ଝିଅକୁ ନେଇ ରହୁଥିଲେ।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, କିଛିଦିନ ହେଲା ୧୩ ବର୍ଷୀୟା ନାବାଳିକାଙ୍କ ମା’ ନିଜ ଘରେ ତନ୍ତ୍ର ସାଧନ କରୁଥିଲେ। ସ୍ଥାନୀୟ ଲୋକେ ତାକୁ ବିରୋଧ କଲେ ମଧ୍ୟ ସେ ଶୁଣି ନଥିଲେ। ଅମ୍ୱିକାଙ୍କ ଆଚରଣ ଅନେକ ସମୟରେ ଅସ୍ୱାଭାବିକ ରହୁଥିବା ଯୋଗୁଁ ସାହି ଲୋକେ ମଧ୍ୟ ତାଙ୍କୁ କିଛି କହିବାକୁ ଡରୁଥିଲେ। ତେବେ ମା’ ଅମ୍ୱିକା ଗୋଟିଏ ଧର୍ମକୁ ମାନୁଥିବା  ବେଳେ ଝିଅ ନିକିତା ଅନ୍ୟ ଏକ ଧର୍ମକୁ ମାନୁଥିଲେ । ତେଣୁ ମା’ ଏଥିପାଇଁ ଝିଅକୁ ବିରୋଧ କରୁଥିଲା। ଆଜି ସନ୍ଧ୍ୟା ୪ଟା ସମୟରେ  ଝିଅ ନିକିତାଙ୍କ ଚିତ୍କାର ଶୁଣି ସାହି ବାସିନ୍ଦା  ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ଝିଅ ନିକିତା ଅଚେତ ଥିବା ସହ ତାଙ୍କ ଗୋଡ଼ହାତ ମୋଡି ହୋଇ ରହିଥିବା ଦେଖିଥିଲେ।  ସ୍ଥାନୀୟ ଲୋକେ ପୁଲିସକୁ ଫୋନ କରି ଝିଅ ନିକିତାକୁ ହସ୍ତାନ୍ତର କରିଥିଲେ। ମାଆ ନିଜ ଝିଅକୁ ବଳି ଦେବାକୁ ଉଦ୍ୟମ କରିଥିବା ଲୋକେ ଅନୁମାନ କରୁଛନ୍ତି।  ମହିଳାଙ୍କ ଆଚରଣକୁ ନେଇ ସାହି ବାସିନ୍ଦା ଭୟଭୀତ ଅଛନ୍ତି।
ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ କହିଛନ୍ତି, ଅମ୍ୱିକା ଖୋସ୍ଲା ଅତ୍ୟଧିକ ମଦ୍ୟପାନ କରି ସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରୁଥିଲେ। ଝିଅ ନିକିତାର ଦେହ ଖରାପ ହୋଇଥିବା ଯୋଗୁଁ ସେ ଅଚେତ ଅବସ୍ଥାରେ ଶୋଇଥିଲା। ବଳି ପାଇଁ ଉଦ୍ୟମ କରିବା କଥା ମିଥ୍ୟା। ତଥାପି ଝିଅ ନିକିତାର ଚେତା ଆସିବା ପରେ ପୁଲିସ ପ୍ରକୃତ ଘଟଣା କଣ ତାହା ସ୍ପଷ୍ଟ କରିବ ବୋଲି କହିଥିଲେ।
ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ବିଷାକ୍ତ ଖାଦ୍ୟ ଖାଇ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ
ଲକ୍ଷ୍ମୀପୁର: ସ୍କୁଲ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ସେହି ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ସ୍କୁଲର ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ପରଷା ଯାଇଥିଲା। ପିଲାମାନେ ଖାଉଥିବା ସମୟରେ ଖାଦ୍ୟରୁ ଏକ ମଲା ଝିଟିପିଟି ବାହାରିଥିଲା । ଏହା ଦେଖିବା ପରେ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। କିଛି ସମୟ ମଧ୍ୟରେ ଖାଦ୍ୟ ଖାଇଥିବା ପିଲାମାନେ ବାନ୍ତି କରିବା ସହ ଅସୁସ୍ଥତା ଅନୁଭବ କରିଥିଲେ।
ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରଧାନ ଶିକ୍ଷକ ତୁରନ୍ତ ମେଡିକାଲ ଟିମ୍‌କୁ ଖବର ଦେଇଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ବନ୍ଧୁଗାଁ ସ୍ବାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ସ୍କୁଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବର୍ତ୍ତମାନ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ତେବେ ଖାଦ୍ୟ ପ୍ରସ୍ତୁତିରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଭୁଶୁଡ଼ି ପଡ଼ିଲା ଦୋକାନ ଘର, ଉଦ୍ଧାର ଉଦ୍ୟମ ଜାରି..
କୋରାପୁଟ: ଭୁଶୁଡ଼ିଲା ଦୋକାନ ଗୃହ। କୋରାପୁଟ ବସ୍‌ଷ୍ଟାଣ୍ଡ ନିକଟରେ ଭୁଶୁଡ଼ି ପଡ଼ିଲା ଦୋକାନ ଘର । ୨ରୁ ୩ ଜଣ ଚାପି ହୋଇ ରହିଥିବା ଅନୁମାନ । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ଉଦ୍ୟମ ଜାରି ରହିଥିବାବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା।
କୋରାପୁଟରେ ଆଦି କର୍ମଯୋଗୀ ଅଭିଯାନ ଉପରେ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା ଆରମ୍ଭ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅଧିନସ୍ଥ ଆଦି କର୍ମଯୋଗୀ ଅଭିଯାନ ଉପରେ ଏକ ଚାରି ଦିନିଆ ରାଜ୍ୟ ପ୍ରକ୍ରିୟା ପ୍ରୟୋଗଶାଳା (ଏସପିଏଲ) ଆଜିଠାରୁ କୋରାପୁଟରେ ଆରମ୍ଭ ହୋଇଛି। ଏହା ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ।
ଏହି କର୍ମଶାଳା ଭାରତ ଗ୍ରାମୀଣ ଜୀବିକା ଫାଉଣ୍ଡେସନ (ବିଆର୍ଏଲଏଫ) ଦ୍ୱାରା ସମର୍ଥିତ ଏବଂ ଏହା ଓଡ଼ିଶାର ରାୟଗଡା, କୋରାପୁଟ, ଗଜପତି ଏବଂ ମାଲକାନଗିରି ଜିଲ୍ଲାରୁ ୫୨ ଜଣ ଅଂଶଗ୍ରହଣକାରୀଙ୍କୁ ତାଲିମ ପ୍ରଦାନ କରିବ। ଜିଲ୍ଲା ମାଷ୍ଟର ଟ୍ରେନର ଭାବରେ ମନୋନୀତ ଏହି ଅଂଶଗ୍ରହଣକାରୀମାନେ ବ୍ଲକ ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ଦେବେ, ଯେଉଁମାନେ ପରେ ତାଲିମକୁ ବ୍ଲକ ସ୍ତରକୁ ନେଇଯିବେ।
ଅଭିଯାନ ସାରା ଦେଶରେ ୨୦ ଲକ୍ଷ କ୍ଷେତ୍ରସ୍ତରୀୟ କର୍ମକର୍ତ୍ତାଙ୍କୁ ପ୍ରସ୍ତୁତ କରି ଶାସନକୁ ଅଧିକ ପ୍ରଭାବଶାଳୀ କରିବାକୁ ଚେଷ୍ଟା କରୁଛି ଯେଉଁମାନେ ଆଦିବାସୀ ଅଞ୍ଚଳରେ ବିକାଶ ପଦକ୍ଷେପର ନେତୃତ୍ୱ ନେବେ ଏବଂ ଅତ୍ୟାବଶ୍ୟକ ସରକାରୀ ସେବାଗୁଡ଼ିକର ସୁଗମ ବିତରଣକୁ ସହଜ କରିବେ। ବିଭିନ୍ନ ଲାଇନ ବିଭାଗର ଅଂଶଗ୍ରହଣକାରୀମାନେ ସମନ୍ୱିତ ବିଭାଗସ୍ତରୀୟ ଯୋଜନା ଏବଂ ସମନ୍ବୟ କାର୍ଯ୍ୟକଳାପରେ ନିୟୋଜିତ ହେବେ। ପରୀକ୍ଷାଗାର ପ୍ରକ୍ରିୟାର ସମସ୍ତ ଚାରି ଦିନ ଅଂଶଗ୍ରହଣକାରୀମାନଙ୍କୁ ଦକ୍ଷତା ବିକାଶ ଏବଂ ଅଂଶଗ୍ରହଣମୂଳକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ନିୟୋଜିତ କରିବ, ଯାହା ସେମାନଙ୍କୁ ଗ୍ରାମ ସ୍ତରରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁଗମ ଭାବରେ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ।
ଏହି ପଦକ୍ଷେପ ଅଭିଯୋଗ ସମାଧାନ ବ୍ୟବସ୍ଥାକୁ ସଂସ୍ଥାଗତ କରି, ସ୍ଥାନୀୟ ଯୋଜନାକୁ ଉତ୍ସାହିତ କରି ଏବଂ ସହଯୋଗୀ କାର୍ଯ୍ୟାନ୍ୱୟନକୁ ପ୍ରୋତ୍ସାହିତ କରି ନାଗରିକ-କୈନ୍ଦ୍ରିକ ଶାସନକୁ ପ୍ରୋତ୍ସାହିତ କରିବ ବୋଲି ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତିରେ କୁହାଯାଇଛି। ଏହି ଅଭିଯାନ ଆନ୍ତଃ-ମନ୍ତ୍ରାଳୟ ସମନ୍ୱୟ ମାଧ୍ୟମରେ କାର୍ଯ୍ୟକାରୀ କରାଯାଉଛି, ଯେଉଁଥିରେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ, ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ମହିଳା ଏବଂ ଶିଶୁ ବିକାଶ, ଜଳ ଶକ୍ତି, ଶିକ୍ଷା ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ବିଭାଗଗୁଡ଼ିକ ସମନ୍ୱୟ ସହ କାର୍ଯ୍ୟ କରୁଛନ୍ତି।
କୋରାପୁଟ: ବୋଲବମ୍ ଯାଉଥିବା ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା। ଟ୍ରକ୍‌ ସହ ଧକ୍କା ପରେ ଜଳିଗଲା ବାଇକ୍‌। ଫଳରେ ବାଇକରେ ଥିବା ବାପା-ପୁଅ ଜଳି ଯାଇଛନ୍ତି। ଘଟଣା ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ବାଳିକା ଆଶ୍ରମ ବିଦ୍ୟାଳୟ ନିକଟ ଏନ୍‌ଏଚ୍‌ ୨୬ରେ। ଉଭୟ ବାପା-ପୁଅଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ ଧକ୍କା ଦେଇଥିବା ବୋଲବମ ଗାଡ଼ି ଫେରାର ହୋଇଯଇଛି।
ନାରୀ ନିର୍ଯାତନା ପ୍ରତିବାଦ: ବିଜେଡି ପକ୍ଷରୁ ଜୟପୁର DIG କାର୍ଯ୍ୟାଳୟ ଘେରାଉ
ଜୟପୁର : ରାଜ୍ୟରେ ବଢିଛି ନାରୀ ନିର୍ଯାତନା। ରାତିପାହିଲେ ଘଟିଚାଲିଛି ଦୁଷ୍କର୍ମ ଘଟଣା। ରାଜ୍ୟରେ ନାରୀ ନୁହନ୍ତି ସୁରକ୍ଷିତ। ଏନେଇ ଆଜି ବିଜେଡି ପକ୍ଷରୁ ଜୟପୁରସ୍ଥିତ DIG କାର୍ଯ୍ୟାଳୟ ଘେରାଉ କରାଯାଇଛି। ୪ ଜିଲ୍ଲାର ବିଜେଡି ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇ ପ୍ରତିବାଦ କରିଛନ୍ତି। ବର୍ଷା ସତ୍ତ୍ବେ ବିଜେଡି ନେତା ଓ କର୍ମୀ କରିଛନ୍ତି ଆନ୍ଦୋଳନ। ମହିଳାମାନଙ୍କ ସୁରକ୍ଷା ଲାଗି ବିଜେଡି ସଂଗ୍ରାମ ଜାରି ରଖିବ ବୋଲି ଆହ୍ବାନ ଦିଆଯାଇଛି। ଗତ ୧୩ ମାସ ଧରି ରାଜ୍ୟରେ ନାରୀ ନିର୍ଯାତନା ବଢିଚାଲିଥିବାରୁ ଦଳପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି। ବିକ୍ଷୋଭରେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବିଧାୟକଙ୍କ ସମେତ ବହୁ ନେତା ସାମିଲ ହୋଇଛନ୍ତି।
ଦୁଇ ନାଆରେ ଗୋଡ଼ ଦେଇ ଯୁବତୀ ହଟହଟା, ବିବାହ ବେଳକୁ ଫାଙ୍କିଦେଲେ ଦୁଇ ପ୍ରେମିକ
ପୋଡ଼ାଗଡ଼: ଦୁଇ ଯୁବକଙ୍କୁ ଭଲ ପାଇବା‌ ସହ ସଂପର୍କ ରଖିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଯୁବତୀଜଣଙ୍କ ଏବେ ୭ ମାସର ଗର୍ଭବତୀ ହୋଇଥିବା ବେଳେ ଦୁଇ ପ୍ରେମିକ କରଛଡ଼ା ଦେଉଛନ୍ତି। ଫଳରେ ନ୍ୟାୟ ପାଇଁ ଯୁବତୀଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଞ୍ଚଳରେ ଘଟିଥିବା ଏପରି ଏକ ଘଟଣା ପଦାକୁ ଆସିବା ପରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁଯାୟୀ, ଯୁବତୀଜଣଙ୍କ ନିଜ ଗାଁର ଦୁଇ ଯୁବକଙ୍କୁ ଭଲ ପାଉଥିଲେ। ଦୁହିଁଙ୍କ ସହ ତାଙ୍କର ଶାରୀରିକ ସଂପର୍କ ମଧ୍ୟ ରହିଥିଲା। ତେବେ ଯୁବତୀଜଣଙ୍କ ୭ ମାସର ଗର୍ଭବତୀ ହୋଇଯିବାରୁ ଘଟଣା ପଦାକୁ ଆସିଥିଲା। କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାରୁ ଯୁବତୀଜଣଙ୍କ ବିବାହ କରିବାକୁ ଜଣଙ୍କ ପରେ ଜଣେ ପ୍ରେମିକଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କେହି ବିବାହ କରିବାକୁ ରାଜି ହୋଇନଥିଲେ। ତେଣୁ, ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗାଁ‌ରେ ବୈଠକ ବସିଥିଲା। କିନ୍ତୁ ସେଠାରେ ପ୍ରେମିକଦ୍ବୟ ଯୁବତୀଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି କହି ଫାଙ୍କି ଦେଇଥିଲେ। ଫଳରେ ସବୁଆଡ଼ୁ ନିରାଶ ହୋଇ ଯୁବତୀଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଥାନା ଅଧିକାରୀ ସୁକୁମା ହାଁସଦାଙ୍କ ସୂଚନା ଅନୁସାରେ, ଯୁବତୀଙ୍କ ଏତଲାକୁ ଗ୍ରହଣ କରାଯାଇଛି। କିନ୍ତୁ ମାମଲା ରୁଜୁ ହୋଇନାହିଁ। ତାଙ୍କୁ ସରକାରୀ ମା’ଗୃହରେ ପ୍ରସବ ପର୍ଯ୍ୟନ୍ତ ରଖାଯିବ। ସନ୍ତାନ ଜନ୍ମ ପରେ ଦୁଇ ଯୁବକର ଡିଏନ୍‌ଏ ପରୀକ୍ଷା କରାଯିବ। ସେତେବେଳେ ଅସଲି ପ୍ରେମିକ ଚିହ୍ନଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଚାଲିଗଲା ୫ ଜୀବନ, ଅଭିଯୋଗ ଆଣିଲେ ରୋଗୀଙ୍କ ସମ୍ପର୍କୀୟ
କୋରାପୁଟ : ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ବଡ଼ ଅଘଟଣ। ମେଡିକାଲର ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁ ଆଇସିୟୁରେ ଚିକିତ୍ସିତ ୩ ଓ ଓ୍ବାର୍ଡରେ ଥିବା ୨ ରୋଗୀଙ୍କ ମୃତ୍ୟୁ ଘଟିଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ମେଡିକାଲ୍ କର୍ତ୍ତୃପକ୍ଷ ଏଯାଏ ମୁହଁ ଖୋଲୁନାହାନ୍ତି।
ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ମେଡିକାଲ୍ କଲେଜରେ ଉତ୍ତେଜନା ପ୍ରକାଶ ପାଇବା ପରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।
ମିଳିଥିବା ସୂଚନା ମୁତାବକ କୋରାପୁଟ, ବୋରିଗୁମ୍ମା, କଳାହାଣ୍ଡି, ସେମିଳିଗୁଡା, ମାଛରା ଭଳି ବିଭିନ୍ନ ଅଞ୍ଚଳରୁ ଅନେକ ଗୁରୁତର ରୋଗୀ ହସ୍ପିଟାଲର ଆଇସିୟୁ ଏବଂ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ହଠାତ୍ ରାତି ୧୧ ରୁ ପ୍ରାୟ ଅଧଘଣ୍ଟା ମଧ୍ୟରେ ଆଇସିୟୁର ଗୁରୁତର ଚିକିତ୍ସିତ ରୋଗୀଙ୍କ ଭିତରୁ ଶୂକ୍ରା ମାଝୀ, ରୁକୁଣି ପେଣ୍ଟିଆ ଓ ଫୁଲମତି ମାଝୀ ତିନି ଜଣଙ୍କ ମୃୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସାଧାରଣ ସର୍ଜରୀ ୱାର୍ଡର ବେଡ଼ରେ ଥିବା ଭଗବାନ ପରିଜା ଓ ବତୀ ଖରା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।