ବୌଦ୍ଧ - The Sakala
ପାଣି ଭର୍ତ୍ତି ଡେକଚିରେ ବୁଡ଼ି ଶିଶୁକନ୍ୟା ମୃତ
ବୌଦ୍ଧ: ପାଣିରେ ବୁଡି ୨ ବର୍ଷର ଶିଶୁ କନ୍ୟା ମୃତ। ମୃତ ଶିଶୁକନ୍ୟା ସାନବାଗବର ଗ୍ରାମର କାଜଲ ମହାକୁଡ। ଖେଳୁଥିବା ବେଳେ ପାଣି ଭର୍ତ୍ତି ଡେକଚିରେ ବୁଡ଼ି ମୃତ୍ୟୁ ଘଟିଛି। ଅସାବଧାନତା ଯୋଗୁଁ ପାଣିରେ ବୁଡି ଯାଇଥିବା ସୂଚନା । ଘଟଣାର ଅଧିକ ତଦନ୍ତ କରୁଛି ବୌଦ୍ଧ ଆଦର୍ଶ ଥାନା ପୁଲିସ ।
ଗଞ୍ଜେଇ ଚାଲାଣ କରୁଥିଲେ ୩ ଆଇଆର୍‌ବି ଯବାନ, ଚାକିରିରୁ ବହିଷ୍କୃତ କଲେ ବୌଦ୍ଧ ଏସ୍‌ପି
ବୌଦ୍ଧ: ଭାରତୀୟ ରିଜର୍ଭ ପୁଲିସର ୩ ଜଣ ଯବାନଙ୍କୁ ଚାକିରିରୁ ବିଦା କରାଯାଇଛି। ସେହି ୩ ଜଣ ଯବାନ ଗଂଜେଇ କାରବାର ବନ୍ଦ କରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଗଂଜେଇ ବେପାରୀମାନଙ୍କୁ ଗଂଜେଇ ଚାଲାଣରେ ସାହାଯ୍ୟ କରୁଥିଲେ। ଏଥିପାଇଁ ଗଂଜେଇ ବେପାରୀମାନେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ। ଆଜି ପଞ୍ଚମ ବାଟାଲିୟନର କମାଣ୍ଡାଣ୍ଟ ସମ୍ପୃକ୍ତ ୩ ଜଣଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି।
ସୂଚନା ଅନୁଯାୟୀ, ଗଂଜେଇ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗତ ମାର୍ଚ୍ଚ ୨୫ ତାରିଖରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସମ୍ପୃକ୍ତ ୩ ଜଣ ଯବାନଙ୍କୁ କଣ୍ଟାମାଳ ତହସିଲ ଅନ୍ତର୍ଗତ ମନମୁଣ୍ଡା ପୁଲିସ ବାରାକରୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ୧୫ କିଲୋଗ୍ରାମ ଗଂଜେଇ ଜବତ କରାଯାଇଥିଲା।
ବୌଦ୍ଧ: ବୌଦ୍ଧ ଜିଲ୍ଲା ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ। ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଛି ବାଘ । ମହାବଳ ବାଘ ଦେଖି ଲୋକେ ଆତଙ୍କିତ। ପୋଖରୀ ଖୋଳିବା ସମୟରେ ଜଙ୍ଗଲ ଭିତରୁ ଏକ  ବାଘ ବାହାରିଥିଲା। ବାଘ ଦେଖି ଗାଁକୁ ଧାଇଁଥିଲେ ଲୋକେ। ଖବର ପାଇ ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ମାମୁ-ଭଣଜା, ନିଆଁ ପୋଇଁବା ବେଳେ ଅଘଟଣ
ବୌଦ୍ଧ : ନିଆଁ ପୋଇଁବା ବେଳେ ଘଟିଲା ଅଘଟଣ। ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ନାବାଳକ।  ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗାଁରେ ଏହି ଅଘଟଣ ଘଟିଛି। ନିଆରେ ଜୀବନ୍ତ ଦଗ୍ଧ  ହୋଇଥିବା ଦୁଇ ନାବାଳକ ସମ୍ପର୍କରେ ମାମୁ ଭଣଜା ହୋଇଥିବା ସୂଚନା ମିଳିଛି।
ମୃତକ ଦୁଇ ଜଣଙ୍କ ମଧ୍ୟରେ ଜଣେ ୮ ବର୍ଷର କ୍ରୀଷ୍ଣା ଊର୍ମା ଓ ଅନ୍ୟ ଜଣେ ୫ ବର୍ଷର କ୍ରୀଷ୍ଣା ଭୋଇ । ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ପୋଇଁ ହେଉଥିବା ବେଳେ ପାଳ ଗଦାରେ ନିଆଁ ଲାଗିଯାଇଥିଲା। ଆଉ ସେହି ନିଆଁରେ ଦୁଇ ନାବାଳକ ଜଳି ଯାଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରିବାର ଓ ଗାଁ ଲୋକ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ  ବାଉଁଶୁଣି ଥାନା ପୁଲିସ ପହଞ୍ଚିଥିବା ଜଣାପଡିଛି।
ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ
ବୌଦ୍ଧ: ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି ।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଶ୍ରୀବନ୍ତ ସାହୁ ଓ ତାଙ୍କ ପତ୍ନୀ ରହିଥିଲେ। ଶ୍ରୀବନ୍ତ ବାଣୀଭୂଷଣପୁର ପଞ୍ଚାୟତ ସରପଞ୍ଚ ଥିବାବେଳେ ପତ୍ନୀ ବିଷ୍ଣୁପ୍ରିୟା ଶିକ୍ଷକତା କରୁଥିଲେ । ଗତକାଲି ବିଷ୍ଣୁପ୍ରିୟା ରୋଷେଇ କରୁଥିବା ବେଳେ ଗ୍ୟାସରୁ ନିଆଁ ଲାଗିଯିବା ପରେ ସେ ଚିତ୍କାର କରିଥିଲେ।  ତାଙ୍କ ଚିତ୍କାର ଶୁଣି ତାଙ୍କ ସ୍ୱାମୀ ତାଙ୍କୁ ବଞ୍ଚାଇବା ଆସିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଫଳରେ ବିଷ୍ଣୁପ୍ରିୟାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଶ୍ରୀବନ୍ତଙ୍କୁ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ପୁରୁଣାକଟକ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର, ବିଲ୍ କରାଇ ଦେବାକୁ ନେଉଥିଲେ ଲାଞ୍ଚ
ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ବୌଦ୍ଧ ଭିଜିଲାନ୍ସ ଟିମ । ଧରାପଡିଥିବା ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ହେଉଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଅଫିସର ଦୁଇ ଜଣ ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ।
ସୂଚନା ଅନୁସାରେ ବାଉଁଶୁଣୀ ସମବାୟ ସମିତିର ବିଲ୍ ରିଲିଜ୍ ଲାଗି ଉଭୟ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଏବଂ ଆଦିତ୍ୟ କୁମାର ଦାସ ଜଣେ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ଲାଞ୍ଚୁଆ ଦୁଇ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ୍ୟ କୁମାର ଦାସଙ୍କୁ ପାନେ ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା।
ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଏହି ସଂସ୍ଥାର ଜଣେ କାର୍ଯ୍ୟକର୍ତ୍ତା ଟେକ୍ସଟାଇଲ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଲାଞ୍ଚ ବାବଦକୁ ୫ ହଜାର ଟଙ୍କା ଦେଇଥିଲେ। ଏହି ଦୁଇ ଅଧିକାରୀ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ସେମାନଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଗୋଷ୍ଠୀ ସଶକ୍ତୀକରଣରେ କମ୍ୟୁନିଟି ରେଡିଓ
ବୌଦ୍ଧ: ଦିନ ଥିଲା ଦୂର ସଞ୍ଚାର ପ୍ରମୁଖ ମାଧ୍ୟମ ଥିଲା ରେଡ଼ିଓ। ଘରେ ଘରେ ଥିଲା ରେଡିଓ ସେଟ୍‌‌। ଟେଲିଭିଜନ ଉଦ୍ଭାବନ ପରେ ରେଡିଓର ବ୍ୟବହାର ଢେର ହ୍ରାସ ପାଇଥିବା ବେଳେ, ବର୍ତ୍ତମାନ କେତେକ ବଡ଼ ସହରରେ ଏଫଏମ ରେଡିଓ ପ୍ରଚଳନ ହୋଇଛି। ତେବେ ଏକ ନୂତନ ଅବଧାରଣା ପ୍ରକାରେ ଗୋଷ୍ଠୀ ସଶକ୍ତୀକରଣ ପାଇଁ ବ୍ୟବହାର ହେଉଛି ରେଡିଓ ଯାହାକୁ କମୁନିଟି ରେଡିଓ କୁହାଯାଉଛି।
ବୌଦ୍ଧ ସହର ଉପକଣ୍ଠ ନାରାୟଣପୁର ଠାରେ ଅବସ୍ଥିତ ଆଶ୍ୱାସ୍ରୋ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପରିସରରେ ଆରମ୍ଭ ହୋଇଛି କମ୍ୟୁନିଟି ରେଡିଓ। ଗତ ୨୦୨୩ ମସିହା ମେ ମାସରେ ଆରମ୍ଭ ହୋଇଛି ଆଶ୍ୱାସ୍ରୋ ଦ୍ୱାରା ପରିଚାଳିତ ୮୯. ୬ ଏଫଏମ ରେଡିଓ ଆଦର ନାମରେ ଏହି କମ୍ୟୁନିଟି ରେଡିଓ। ରେଡିଓ ଷ୍ଟେସନର ୧୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ଏଫଏମ ରେଡିଓ ସାହାଯ୍ୟରେ ଲୋକେ ଏଠାରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିପାରୁଛନ୍ତି। ଏହାଛଡା ଗୁଗୁଲ ପ୍ଲେ ଷ୍ଟୋରରୁ ରେଡ଼ିଓ ଆଦର ଆପ୍‌‌ ଇନଷ୍ଟଲ କରି ମଧ୍ୟ ଏହି ରେଡିଓ ଷ୍ଟେସନର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ପାରୁଛନ୍ତି।ଏଠାରେ କାର୍ଯ୍ୟରତ ୪ ଜଣ ଷ୍ଟାଫ ଏହି ଛୋଟ ରେଡ଼ିଓ ଷ୍ଟେସନରୁ ସକାଳ ୮ ଟା ରୁ ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ପ୍ରସାରଣ ହେଉଥିବା ସମସ୍ତ କାର୍ଯ୍ୟକ୍ରମ ପ୍ରଯୋଜନା, ପ୍ରସାରଣ, ପରିଚାଳନା ଇତ୍ୟାଦି କାର୍ଯ୍ୟ ସମ୍ଭାଳି ଥାଆନ୍ତି।
ଏଠାରୁ ପ୍ରସାରିତ କାର୍ଯ୍ୟକ୍ରମ ଗୁଡିକ ଗୋଷ୍ଠୀ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନର ସୂଚନା ବିପ୍ଳବ ଯୁଗରେ ସୂଚନାକୁ ପ୍ରଗତିର ଆଧାର ଭାବେ ବିବେଚନା କରାଯାଉଥିବା ବେଳେ ଏହି ରେଡିଓ ଷ୍ଟେସନ ବିଭିନ୍ନ ସରକାରୀ ଯୋଜନା ସମ୍ୱନ୍ଧିତ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଯୋଜନାରୁ କିପରି ଲୋକେ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟ କରିଥାଏ। କୃଷକ ସଶକ୍ତିକରଣ ପାଇଁ କୃଷି ପରିଚାଳନା, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଉଦ୍ୟାନ କୃଷି ପରିଚାଳନା, ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକଙ୍କ ପରାମର୍ଶ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସହିତ ଡେଙ୍ଗୁ, ମ୍ୟାଲେରିଆ, ଯକ୍ଷ୍ମା ନିରାକରଣ ଏବଂ ରକ୍ତଦାନ ଭଳି ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ସେହିପରି ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ଭାଗବତ, ଜଗନ୍ନାଥ ତତ୍ତ୍ୱ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରାଯାଏ। ଏହାଛଡା ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପରିବେଶ ଇତ୍ୟାଦି ବିଷୟରେ ପାରଦର୍ଶିତା ଲାଭ କରିଥିବା ସ୍ଥାନୀୟ ବ୍ୟକ୍ତିଙ୍କ ଜ୍ଞାନ ବର୍ଦ୍ଧକ ଏବଂ ସଚେତନତା ଧର୍ମୀ କଥନ ମଧ୍ୟ ପ୍ରସାରଣ ହେଉଛି। ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା, ସଚେତନ କରିବା, ମନୋରଞ୍ଜନ କରିବା ସହିତ କମ୍ୟୁନିଟି ରେଡିଓ ସ୍ଥାନୀୟ ଜନସାଧାରଣଙ୍କ ସ୍ୱର ଭାବେ କାମ କରୁଛି। ଏଠାରୁ ସାଧାରଣଲୋକଙ୍କ ସମସ୍ୟା, ଆପତ୍ତି ଅଭିଯୋଗ ସରକାରଙ୍କ ନିକଟରେ ଉପସ୍ଥାପିତ ହେବା ସହ ସମାଧାନର ରାସ୍ତା ମଧ୍ୟ ଖୋଲିପାରେ।
ସ୍କୁଟି-କାର ମୁହାଁମୁହିଁ ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ
ବୌଦ୍ଧ: ବୋଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅଡେନିଗାଡ଼ଠାରେ ସ୍କୁଟି ସହ କାର ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କାର ଚାଳକ।
ମିଳିଥିବା ସୂଚନା ଅନୁଯାୟୀ, ଅଡେଣିଗାଡ଼ ଗ୍ରାମର ଚିତ୍ତରଞ୍ଜନ ସାହୁ ଏକ ସ୍କୁଟି ଯୋଗେ ଗୁଣ୍ଡୁରିସାହିରୁ ଘରକୁ ଫେରୁଥିଲେ। ହେଲେ ଅଡେନିଗାଡ ଟେଲିସାହି ନିକଟରେ ଚାରିଛକ ପଟୁ ଭୁବନେଶ୍ୱର ଯାଉଥିବା ଏକ କାର୍‌ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ଚିତ୍ତରଞ୍ଜନ ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ୬ ଘଣ୍ଟା ପରେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ପ୍ରତିଶ୍ରୁତି ଦେବା ସହ ବୁଝାଶୁଝା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା।
ସରପଞ୍ଚଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିମାଡ଼ ସନ୍ଦେହ
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଷୁରବନ୍ଧ ଗାଁରେ ଅଭାବନୀୟ ଘଟଣା। ସରପଞ୍ଚଙ୍କ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରତର ଯୁବକ ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି।
ଗତକାଲି ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା,ଭାଇଙ୍କ ସହ ରାଜେନ୍ଦ୍ରଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫ୍ଲସ୍‌ ଫାୟାରିଂ କରିଥିଲେ। ପରେ ରାଜେନ୍ଦ୍ର ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ ସରପଞ୍ଚ। ଫଳରେ ରାଜେନ୍ଦ୍ର ତଳେ ପଡ଼ିଯାଇଥିଲେ।  ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସରପଞ୍ଚଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ସାପ କାମୁଡ଼ାରେ ଚାଲିଗଲା ୩ ଭଉଣୀଙ୍କ ଜୀବନ
ବୌଦ୍ଧ: ସାପ କାମୁଡ଼ାରେ ଗଲା ୩ ଭଉଣୀଙ୍କ ଜୀବନ । ବାପା ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର । ଘରର ସମସ୍ତେ ସୋଇଥିବା ବେଳେ ବିଷଧର ସାପ କାମୁଡିଥିଲା । ସମସ୍ତଙ୍କୁ ଗ୍ରାମବାସୀ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ବୌଦ୍ଧ ଆଦର୍ଶ ଥାନା ଟିକରପଡ଼ା ପଂଚାୟତ ଅନ୍ତର୍ଗତ ଚଡେଆପଲି ଗ୍ରାମରେ ଅଘଟଣ । ମୃତକ ହେଲେ ସୁଲେନ୍ଦ୍ରଙ୍କ ବଡ ଝିଅ ସୁଧିରେଖା ମଲ୍ଲିକ(୧୩), ମଝିଆ ଝିଅ ଶୁଭରେଖା ମଲ୍ଲିକ(୧୨) ଓ  ସାନ ଝିଅ ସୁରଭୀ ମଲ୍ଲିକ (୩ ବର୍ଷ)।
ରାମଗଡ଼ ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ
ବୌଦ୍ଧ(ଦିବ୍ୟ ରଞ୍ଜନ ପଟ୍ଟନାୟକ): ସନ୍ଧ୍ୟାହେଲେ ଗାଁ ଗାଁ ରେ କାନରେ ଗୁଞ୍ଜରିତ ହେଉଥିଲା ବିରଳ ସ୍ତନ୍ୟପାୟୀ ପକ୍ଷୀ ବାଦୁଡ଼ିର କିଚିରିମିଚିରି ଶବ୍ଦ। ତେବେ ଏହି ଶବ୍ଦ ଆଉ ଏବେ ପ୍ରାୟ କାନକୁ ଶୁଭୁ ନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜିବି ଏଭଳି ସ୍ଥାନ ଅଛି ଯେଉଁଠି ଗ୍ରାମବାସୀଙ୍କ ପ୍ରଚେଷ୍ଟା ପାଇଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ିଙ୍କ କିଚିରିମିଚିରି ଶବ୍ଦରେ ଗୁଞ୍ଜରିତ ହେଉଛି ପୁରା ପରିବେଶ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକରେ ବୌଦ୍ଧ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ରାମଗଡ଼ ଗ୍ରାମ। ଗ୍ରାମର ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ କେଦାରେଶ୍ୱର ମନ୍ଦିର ପରିସରରେ ଥିବା ବୃହତ ଗଛମାନଙ୍କରେ ରହନ୍ତି ହଜାର ହଜାର ସଂଖ୍ୟାରେ ବାଦୁଡ଼ି। ଗ୍ରାମବାସୀଙ୍କ ସଂରକ୍ଷଣରେ ଅଛନ୍ତି ଏସବୁ ବାଦୁଡ଼ି। ସେହିପରି ଗାଁକୁ ଏହି ବାଦୁଡ଼ିମାନେ କୌଣସି ପ୍ରାକୃତିକ ବିପଦ ଆପଦରୁ ସୁରକ୍ଷା ଦେଉଛନ୍ତି ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି। ଗ୍ରାମର ବରିଷ୍ଠଙ୍କ କହିବା ଅନୁସାରେ ଅଳ୍ପ ସଂଖ୍ୟକ ବାଦୁଡ଼ି ପ୍ରଥମେ ଗାଁର ଏକ ତେନ୍ତୁଳି ଗଛରେ ରହୁଥିଲେ। ଗାଁକୁ କିଛି ବିପଦ ଆସିବାର ଥିଲେ ଏମାନେ ସଙ୍କେତ ଦେଇଥାନ୍ତି। ସଙ୍କେତ ସ୍ୱରୂପ ଯେତେବେଳେ ବିପଦ ଆସେ ବାଦୁଡ଼ି ମାନେ ବାରମ୍ୱାର ସ୍ଥାନ ବା ନିଜ ବସା ପରିବର୍ତ୍ତନ କରିଥାନ୍ତି। ପରିଶେଷରେ ଏମାନେ ଏବେ ଆଶ୍ରୟ ନେଇଛନ୍ତି ଗାଁ ମୁଣ୍ଡରେ ଥିବା ଶୈବ ପୀଠରେ। କେଦାରେଶ୍ୱର ମନ୍ଦିର ପରିସରରେ ଭଗବାନ ଶିବଙ୍କ ଶରଣକୁ ଆସିଥିବା ବିଶ୍ୱାସ କରି ୩୦ ବର୍ଷରୁ ଅଧିକ ସମୟ ହେଲା ମନ୍ଦିର ପୂଜାରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଯୋଗୁଁଁ ଏବେ ବାଦୁଡ଼ିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସାଧାରଣତଃ ଖାଦ୍ୟ ଉପଯୋଗୀ ମାଂସ ପାଇଁ, ଏହାର ମାଂସରେ ଔଷଧୀୟ ଗୁଣ ଥିବା ବିଶ୍ୱାସ କରି ବାଦୁଡ଼ିର ଶୀକାର କରାଯାଏ। ତେବେ ଏଠାରେ ବାସ କରୁଥିବା ବାଦୁଡ଼ିଙ୍କୁ ଯଦି କିଏ ଶିକାର କରିବାକୁ ଚେଷ୍ଟା କରେ ଉକ୍ତ ବ୍ୟକ୍ତି ଠାରୁ ଗ୍ରାମବାସୀ ଗ୍ରାମସଭାରେ ବଡ ଜରିମାନ ଆଦାୟ କରିଥାନ୍ତି। ତେଣୁ ଜରିମାନା ଭୟରେ ବାଦୁଡ଼ି ଶିକାର ପାଇଁ କେହି ସାହାସ କରନ୍ତି ନାହିଁ ବୋଲି ଗ୍ରାମବାସୀ କହନ୍ତି।
ସାଧାରଣତଃ ଜନଗହଳି, ଆଲୋକ, ଉଚ୍ଚ ଶବ୍ଦ ଠାରୁ ଦୂରତା ବଜାଇ ରଖୁଥିବା ବାଦୁଡ଼ିମାନଙ୍କ ପରିବେଶ ସନ୍ତୁଳନରେ ମଧ୍ୟ ଅନେକ ଭୂମିକା ରହିଛି। ଏମାନେ ଫଳର ପରାଗସଙ୍ଗମ ଏବଂ କୃଷି କ୍ଷେତ୍ରରୁ କୀଟ ପତଙ୍ଗ ହ୍ରାସ କରିବାରେ ସାହାଯ୍ୟ କରନ୍ତି। ପରିବେଶ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ ଆଇୟୁସିଏନର ତଥ୍ୟ ପ୍ରକାରେ ପରିସ୍ଥାନର ଅଭାବ, ଜଳବାୟୁ ପରିବର୍ତ୍ତନ, ରାସାୟନିକ କୀଟନାଶକର ବହୁଳ ବ୍ୟବହାର ଯୋଗୁଁଁ ପୃଥିବୀରେ ବାସ କରୁଥିବା ପ୍ରାୟ ୧୪୦୦ ପ୍ରଜାତିର ବାଦୁଡ଼ିଙ୍କ ମଧ୍ୟରୁ ୨୦୦ରୁ ଊର୍ଦ୍ଧ୍ବ ପ୍ରଜାତି ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି। ତେବେ ଏଭଳି ଏକ ବିଚିତ୍ର ଏବଂ ବିଲୁପ୍ତପ୍ରାୟ ପ୍ରାଣୀର ସୁରକ୍ଷା ପାଇଁ ରାମଗଡ଼ ଗ୍ରାମବାସୀଙ୍କ ପ୍ରୟାସ ନିଶ୍ଚିତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।
ମହାନଦୀକୁ ଡେଇଁଲେ ନବମ ଶେଣୀ ଛାତ୍ରୀ
ବୌଦ୍ଧ: ମହାନଦୀକୁ ଡେଇଁଲେ ନାବାଳିକା। ମହାନଦୀ ମାର୍ଜକୁଦ ବ୍ରିଜ ଉପରୁ ଜଣେ ନବମ ଶେଣୀ ଛାତ୍ରୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ଥାନୀୟ ମତ୍ସ୍ୟଜୀବୀ ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତ୍ରୀ ଜଣଙ୍କ ହେଲେ ବୌଦ୍ଧ ସହର ସ୍ଥିତ ବାବୁ ସାହିର । ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ଆସ୍ପଷ୍ଟ ରହିିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି।